ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ,୨।୮: ହିମାଚଳ ପ୍ରଦେଶରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଶୁକ୍ରବାର ରାଜ୍ୟର କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ରକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ରେ ମାପ କରାଯାଇଛି। ବର୍ତ୍ତମାନ ଏହି ଭୂକମ୍ପରେ ଧନ ଜୀବନି ନଷ୍ଟ ହେବାର କୌଣସି ଖବର ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଏହି ଭୂକମ୍ପ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। The post ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା ଅନୁଭୂତ appeared first on Dharitri Odia News.

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ,୨।୮: ହିମାଚଳ ପ୍ରଦେଶରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଶୁକ୍ରବାର ରାଜ୍ୟର କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ରକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ରେ ମାପ କରାଯାଇଛି। ବର୍ତ୍ତମାନ ଏହି ଭୂକମ୍ପରେ ଧନ ଜୀବନି ନଷ୍ଟ ହେବାର କୌଣସି ଖବର ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଏହି ଭୂକମ୍ପ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

The post ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା ଅନୁଭୂତ appeared first on Dharitri Odia News.