ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ସମର୍ଥକ ପୁରୀ ଜିଲାପାଳଙ୍କ ଅଫିସ ପରିସରରେ ପ୍ରବଳ ନାରାବାଜି କରିଛନ୍ତି। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁରୀ ଏସ୍‌ପି ପହଞ୍ଚି ଉଭୟ ପକ୍ଷଙ୍କୁ ଚୁପ୍‌ କରାଇଥିଲେ। ଦୁଇ ନେତା ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଅଫିସ ଭିତରକୁ ଗଲା ପରେ ସମର୍ଥକଙ୍କ ଭିତରେ […] The post ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ appeared first on Dharitri Odia News.

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ସମର୍ଥକ ପୁରୀ ଜିଲାପାଳଙ୍କ ଅଫିସ ପରିସରରେ ପ୍ରବଳ ନାରାବାଜି କରିଛନ୍ତି। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁରୀ ଏସ୍‌ପି ପହଞ୍ଚି ଉଭୟ ପକ୍ଷଙ୍କୁ ଚୁପ୍‌ କରାଇଥିଲେ।

ଦୁଇ ନେତା ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଅଫିସ ଭିତରକୁ ଗଲା ପରେ ସମର୍ଥକଙ୍କ ଭିତରେ ଆରମ୍ଭ ହୋଇଥିଲା ନାରାବାଜୀ। ସମ୍ବିତପାତ୍ରଙ୍କ ସମର୍ଥକମାନେ ଜୟ ଶ୍ରୀରାମ, ଜୟ ଶ୍ରୀରାମ, ମୋଦି ମୋଦି ନାରାବାଜି ଦେଉଥିବା ବେଳେ ସଞ୍ଜୟ ଦାସବର୍ମାଙ୍କ ସମର୍ଥକ ଜୟ ଜଗନ୍ନାଥ, ଜୟଜଗନ୍ନାଥ, ନବୀନ ନବୀନ ନାରାବାଜି ଦେଉଥିଲେ।

The post ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ appeared first on Dharitri Odia News.