ହୁତୁହୁତୁ ହୋଇ ଜଳିଗଲା ହାଇୱା,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେସିଙ୍ଗା,୨।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାରେ ନିର୍ମାଣଧୀନ ଓଭର ବ୍ରିଜରେ ଏକ ଅଘଟଣ ଘଟିଛି। ଏଠାରେ ଥିବା ଏକ ହାଇଓ୍ବାରେ ବୁଧବାର ବିଦ୍ୟୁତ ତାର ଲାଗି ଜଳଳିଯାଛି। ଫଳରେ ଲକ୍ଷ୍ୟାଧିକ ଟଙ୍କା ନଷ୍ଟ ହୋଇଛି। ଝାରସୁଗୁଡ଼ାରୁ ଏହି ହାଇଓ୍ବାରେ ଓଭର ବ୍ରିଜ ନିର୍ମାଣ ପାଇଁ ପ୍ଲାଏଆସ ବୋଝେଇ ଆସିଥିଲା। ଗାଡି ଉପରେ ହଠାତ ବିଦ୍ୟୁତ ତାର ଲାଗିଯିବାରୁ ଡ୍ରାଇଭର ତତ୍‌କ୍ଷଣାତ ଗାଡି ଭିତରୁ ଡେଇଁ ପଡ଼ିବାରୁ ଜୀବନ ବଞ୍ଚିଯାଇଥିବା ସୂଚନା ମିଳିଛି। ଡ୍ରାଇଭର ଜଣକ ଗୁରୁତର ହୋଇଥିବାରୁ […] The post ହୁତୁହୁତୁ ହୋଇ ଜଳିଗଲା ହାଇୱା,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର appeared first on Dharitri Odia News.

ହୁତୁହୁତୁ ହୋଇ ଜଳିଗଲା ହାଇୱା,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେସିଙ୍ଗା,୨।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାରେ ନିର୍ମାଣଧୀନ ଓଭର ବ୍ରିଜରେ ଏକ ଅଘଟଣ ଘଟିଛି। ଏଠାରେ ଥିବା ଏକ ହାଇଓ୍ବାରେ ବୁଧବାର ବିଦ୍ୟୁତ ତାର ଲାଗି ଜଳଳିଯାଛି। ଫଳରେ ଲକ୍ଷ୍ୟାଧିକ ଟଙ୍କା ନଷ୍ଟ ହୋଇଛି। ଝାରସୁଗୁଡ଼ାରୁ ଏହି ହାଇଓ୍ବାରେ ଓଭର ବ୍ରିଜ ନିର୍ମାଣ ପାଇଁ ପ୍ଲାଏଆସ ବୋଝେଇ ଆସିଥିଲା। ଗାଡି ଉପରେ ହଠାତ ବିଦ୍ୟୁତ ତାର ଲାଗିଯିବାରୁ ଡ୍ରାଇଭର ତତ୍‌କ୍ଷଣାତ ଗାଡି ଭିତରୁ ଡେଇଁ ପଡ଼ିବାରୁ ଜୀବନ ବଞ୍ଚିଯାଇଥିବା ସୂଚନା ମିଳିଛି। ଡ୍ରାଇଭର ଜଣକ ଗୁରୁତର ହୋଇଥିବାରୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

The post ହୁତୁହୁତୁ ହୋଇ ଜଳିଗଲା ହାଇୱା,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର appeared first on Dharitri Odia News.