ହୁରୁନ୍ ଇଣ୍ଡିଆ ରିଚ୍ ତାଲିକାରେ ଫାଲ୍କନ୍: ଏହି ର଼୍ୟାଙ୍କ୍ରେ ତାରାରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର,୩୦।୮(ଅନୁରାଧା ମହାରଣା): ଫାଲ୍କନ୍ ମେରାଇନ୍ ଏକ୍ସପୋର୍ଟସ୍ର ତାରାରଞ୍ଜନ ପଟ୍ଟନାୟକ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ୨୦୨୪ରେ ୫୪୦ତମ ସ୍ଥାନରେ ରହିଛନ୍ତି। ୪୯୦୦ କୋଟି ଟଙ୍କା ମୂଲ୍ୟ ସହ ର଼୍ୟାଙ୍କ୍ ହାସଲ କରିବାରେ ଫାଲ୍କନ୍ ସଫଳ ହୋଇଛି। ଫାଲ୍କନ୍ ଗ୍ରୁପ୍ ୪୦ ବର୍ଷ ପୁରୁଣା ସଂସ୍ଥା ହୋଇଥିବାବେଳେ ଦେଶର ସର୍ବବୃହତ୍ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ଭାବେ ସମଗ୍ର ବିଶ୍ୱରେ ପରିଚୟ ଲାଭ କରିଛି। ସାମୁଦ୍ରିକ ଖାଦ୍ୟ, ପଶୁ ଖାଦ୍ୟ, ଫ୍ରେଞ୍ଚ ଫ୍ରାଇଜ୍, ଟ୍ରେଡିଂ ଏବଂ ରିଏଲ ଇଷ୍ଟେଟ କ୍ଷେତ୍ରରେ […] The post ହୁରୁନ୍ ଇଣ୍ଡିଆ ରିଚ୍ ତାଲିକାରେ ଫାଲ୍କନ୍: ଏହି ର଼୍ୟାଙ୍କ୍ରେ ତାରାରଞ୍ଜନ ପଟ୍ଟନାୟକ appeared first on Dharitri Odia News.
ଭୁବନେଶ୍ୱର,୩୦।୮(ଅନୁରାଧା ମହାରଣା): ଫାଲ୍କନ୍ ମେରାଇନ୍ ଏକ୍ସପୋର୍ଟସ୍ର ତାରାରଞ୍ଜନ ପଟ୍ଟନାୟକ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ୨୦୨୪ରେ ୫୪୦ତମ ସ୍ଥାନରେ ରହିଛନ୍ତି। ୪୯୦୦ କୋଟି ଟଙ୍କା ମୂଲ୍ୟ ସହ ର଼୍ୟାଙ୍କ୍ ହାସଲ କରିବାରେ ଫାଲ୍କନ୍ ସଫଳ ହୋଇଛି। ଫାଲ୍କନ୍ ଗ୍ରୁପ୍ ୪୦ ବର୍ଷ ପୁରୁଣା ସଂସ୍ଥା ହୋଇଥିବାବେଳେ ଦେଶର ସର୍ବବୃହତ୍ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ଭାବେ ସମଗ୍ର ବିଶ୍ୱରେ ପରିଚୟ ଲାଭ କରିଛି। ସାମୁଦ୍ରିକ ଖାଦ୍ୟ, ପଶୁ ଖାଦ୍ୟ, ଫ୍ରେଞ୍ଚ ଫ୍ରାଇଜ୍, ଟ୍ରେଡିଂ ଏବଂ ରିଏଲ ଇଷ୍ଟେଟ କ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗ ସହ ଏହି ଗୋଷ୍ଠୀ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ଦୁବାଇରେ ଏକ ପ୍ରମୁଖ କମ୍ପାନୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି । ହୁରୁନ୍ ରିପୋର୍ଟ ହେଉଛି ଏକ ବିସ୍ତୃତ ପରିସଂଖ୍ୟାନ ରିପୋର୍ଟ ଯାହା ମୁଖ୍ୟ ଅନୁସନ୍ଧାନକାରୀ ତଥା ଲକ୍ସେମବର୍ଗ ଭିତ୍ତିକ ସଂସ୍ଥାର ପ୍ରୋତ୍ସାହକ ରୁପର୍ଟ ହୁଗେୱର୍ଫଙ୍କ ଦ୍ୱାରା ପ୍ରକାଶିତ ହୋଇଛି।
The post ହୁରୁନ୍ ଇଣ୍ଡିଆ ରିଚ୍ ତାଲିକାରେ ଫାଲ୍କନ୍: ଏହି ର଼୍ୟାଙ୍କ୍ରେ ତାରାରଞ୍ଜନ ପଟ୍ଟନାୟକ appeared first on Dharitri Odia News.