ହେଲା ଚୂଡାନ୍ତ! ସାଲେପୁର ଆସନରୁ ନିର୍ବାଚନ ଲଢିବେ ଅରିନ୍ଦମ

ଭୁବନେଶ୍ୱର,୯।୪: ସାଲେପୁରରୁ ନିର୍ବାଚନ ଲଢିପାରନ୍ତି ଅରିନ୍ଦମ ରୟ। ସାଲେପୁରର ଭାଜପା ପ୍ରାର୍ଥୀ ପ୍ରକାଶ ବେହେରା ଭାଜପା ଛାଡି ବିଜେଡିରେ ମିଶିବା ପରେ ସାଲେପୁରରୁ ଭାଜପା କାହାକୁ ଟିକେଟ୍‌ ଦେବ। ସେନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ୱରୀଙ୍କ ଦର୍ଶନ କରିବା ପରେ ଅରିନ୍ଦମ ସାଲେପୁରରୁ ଭାଜପା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଅରିନ୍ଦମ କହିଛନ୍ତି, ଯଦି ସାଲେପୁରବାସୀ ସୁଯୋଗ ଦିଅନ୍ତି ସେ ହାତ ଛଡା କରିବେ ନାହିଁ […] The post ହେଲା ଚୂଡାନ୍ତ! ସାଲେପୁର ଆସନରୁ ନିର୍ବାଚନ ଲଢିବେ ଅରିନ୍ଦମ appeared first on Dharitri Odia News.

ହେଲା ଚୂଡାନ୍ତ! ସାଲେପୁର ଆସନରୁ ନିର୍ବାଚନ ଲଢିବେ ଅରିନ୍ଦମ

ଭୁବନେଶ୍ୱର,୯।୪: ସାଲେପୁରରୁ ନିର୍ବାଚନ ଲଢିପାରନ୍ତି ଅରିନ୍ଦମ ରୟ। ସାଲେପୁରର ଭାଜପା ପ୍ରାର୍ଥୀ ପ୍ରକାଶ ବେହେରା ଭାଜପା ଛାଡି ବିଜେଡିରେ ମିଶିବା ପରେ ସାଲେପୁରରୁ ଭାଜପା କାହାକୁ ଟିକେଟ୍‌ ଦେବ। ସେନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ୱରୀଙ୍କ ଦର୍ଶନ କରିବା ପରେ ଅରିନ୍ଦମ ସାଲେପୁରରୁ ଭାଜପା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଅରିନ୍ଦମ କହିଛନ୍ତି, ଯଦି ସାଲେପୁରବାସୀ ସୁଯୋଗ ଦିଅନ୍ତି ସେ ହାତ ଛଡା କରିବେ ନାହିଁ । ଯାହାକୁ ନେଇ କୁହାଯାଉଛି ଭାଜପା ଅରିନ୍ଦମଙ୍କୁ ସାଲେପୁରରୁ ଟିକେଟ୍‌ ଦେଇପାରେ। ସୂଚନାଯୋଗ୍ୟ, ନିକଟରେ ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ।

The post ହେଲା ଚୂଡାନ୍ତ! ସାଲେପୁର ଆସନରୁ ନିର୍ବାଚନ ଲଢିବେ ଅରିନ୍ଦମ appeared first on Dharitri Odia News.