ହୋଲି ଖେଳ ସାରି ଗାଧୋଇବା ବେଳେ ଅଘଟଣ : ଭାସିଯାଇ ନାବାଳକ ନିଖୋଜ

ବାରଙ୍ଗ ୨୬।୩: ହୋଲି ଖେଳ ସାରି କେନାଲରେ ଗାଧୋଇବା ବେଳେ ଅଘଟଣ । ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ଭାସିଗଲେ ଯୁବକ । ଭୁବନେଶ୍ବର ଇପକଣ୍ଠ ବାରଙ୍ଗ ପଞ୍ଚୁପାଳ ନିକଟରେ ଘଟିଛି ଅଘଟଣ । ଘଟଣାସ୍ଥଳରେ ପହଞ୍ଚି ବାରଙ୍ଗ ଅଗ୍ନିଶମ ବାହିନୀ ଖୋଜାଖୋଜିଜାରି ରଖିଛି । ପାଣିରେ ନିଖୋଜ ଜଣଙ୍କ ଜଣେ ନାବାଳକ । ନିଖୋଜ ନାବାଳକଙ୍କ ନାଁ ରାକେଶ ସେଠୀ ବୋଲି ଜଣାପଡିଛି I ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ନାବାଳକଙ୍କ ପତ୍ତା ମିଳିପାରିନାହିଁ । You Can Read :ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଦୁଇ ଜଣଙ୍କ ମୃତ୍ୟୁ 

ହୋଲି ଖେଳ ସାରି ଗାଧୋଇବା ବେଳେ ଅଘଟଣ : ଭାସିଯାଇ ନାବାଳକ ନିଖୋଜ

ବାରଙ୍ଗ ୨୬।୩: ହୋଲି ଖେଳ ସାରି କେନାଲରେ ଗାଧୋଇବା ବେଳେ ଅଘଟଣ । ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ଭାସିଗଲେ ଯୁବକ । ଭୁବନେଶ୍ବର ଇପକଣ୍ଠ ବାରଙ୍ଗ ପଞ୍ଚୁପାଳ ନିକଟରେ ଘଟିଛି ଅଘଟଣ । ଘଟଣାସ୍ଥଳରେ ପହଞ୍ଚି ବାରଙ୍ଗ ଅଗ୍ନିଶମ ବାହିନୀ ଖୋଜାଖୋଜିଜାରି ରଖିଛି । ପାଣିରେ ନିଖୋଜ ଜଣଙ୍କ ଜଣେ ନାବାଳକ । ନିଖୋଜ ନାବାଳକଙ୍କ ନାଁ ରାକେଶ ସେଠୀ ବୋଲି ଜଣାପଡିଛି I ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ନାବାଳକଙ୍କ ପତ୍ତା ମିଳିପାରିନାହିଁ ।

 You Can Read :

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଦୁଇ ଜଣଙ୍କ ମୃତ୍ୟୁ