ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିବେ ଧାଓ୍ବନ୍, କଲେ ବଡ଼ ଘୋଷଣା…
ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ୍ ଆସନ୍ତା ୨୦ରେ ନୂଆ ଚାଟ୍ ଶୋ’ ସହ ହୋଷ୍ଟ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ନା ରହିଛି ‘ଧାଓ୍ବନ୍ କରେଙ୍ଗେ’। ଶୋ’ରେ ଅକ୍ଷୟ କୁମାର, ହରଭଜନ ସିଂ, ତାପସୀ ପନ୍ନୁ, ଭୁବନ ବାମ୍ ଏବଂ ଋଷଭ ବନ୍ତଙ୍କ ଭଳି ବିଶିଷ୍ଟ ଅତିଥିମାନେ ଯୋଗଦେବେ। ତେବେ ପ୍ରତିଟି ଏପିସୋଡ ତାଜା ଇନିଂସ ଭଳି ଖୋଲିବ, ଯାହାର କାହାଣୀକୁ ଦର୍ଶକଙ୍କ ସହ ଶେୟାର କରିବା ଲାଗି ଅପେକ୍ଷା କରି ରହିଛି ବୋଲି […] The post ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିବେ ଧାଓ୍ବନ୍, କଲେ ବଡ଼ ଘୋଷଣା… appeared first on Dharitri Odia News.
ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ୍ ଆସନ୍ତା ୨୦ରେ ନୂଆ ଚାଟ୍ ଶୋ’ ସହ ହୋଷ୍ଟ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ନା ରହିଛି ‘ଧାଓ୍ବନ୍ କରେଙ୍ଗେ’। ଶୋ’ରେ ଅକ୍ଷୟ କୁମାର, ହରଭଜନ ସିଂ, ତାପସୀ ପନ୍ନୁ, ଭୁବନ ବାମ୍ ଏବଂ ଋଷଭ ବନ୍ତଙ୍କ ଭଳି ବିଶିଷ୍ଟ ଅତିଥିମାନେ ଯୋଗଦେବେ। ତେବେ ପ୍ରତିଟି ଏପିସୋଡ ତାଜା ଇନିଂସ ଭଳି ଖୋଲିବ, ଯାହାର କାହାଣୀକୁ ଦର୍ଶକଙ୍କ ସହ ଶେୟାର କରିବା ଲାଗି ଅପେକ୍ଷା କରି ରହିଛି ବୋଲି ଧାଓ୍ବନ କହିଛନ୍ତି। ଗୁରୁବାର ‘ଧାଓ୍ବନ୍ କରେଙ୍ଗେ’ର ପ୍ରୋମୋ ରିଲିଜ କରାଯାଇଛି। ଓ୍ବାନ୍ ଡିଜିଟାଲ୍ ଏଣ୍ଟରଟେନ୍ମେଣ୍ଟ ଦ୍ୱାରା ନିର୍ମିତ ଏବଂ ପ୍ରଯୋଜିତ ଏହି ଶୋ’ ଜିଓ ସିନେମା ପ୍ରିମିୟମରେ ପ୍ରସାରିତ ହେବ।
The post ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିବେ ଧାଓ୍ବନ୍, କଲେ ବଡ଼ ଘୋଷଣା… appeared first on Dharitri Odia News.