ୟା.. ୟା.. ବନ୍ଦ କର, ଏଇଟା କଫି ଶପ୍ ନୁହେଁ କୋର୍ଟ, ଓକିଲଙ୍କୁ ହଠାତ୍ ଏମିତି କାହିଁକି କହିଲେ ଚନ୍ଦଚୂଡ
ନୂଆଦିଲ୍ଲୀ,୩୦।୯: ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସୋମବାର କୋର୍ଟରେ ବସିବା ମାତ୍ରେ ଗୋଟିଏ ପରେ ଗୋଟିଏ ପିଟିସନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ଏକ ଆବେଦନ ଆସିଥିଲା ଏବଂ ସେହି ଆବେଦନକାରୀଙ୍କ ଓକିଲ ଅନୌପଚାରିକ ସ୍ବରରେ ପ୍ରଶ୍ନ ଉଠାଇଥିଲେ। ଓକିଲ ଜଣକ ସିଜେଆଇଙ୍କ ଆଗରେ ଇଂରାଜୀରେ କିଛି ଏମିତି କହିବାକୁ ଲାଗିଲେ ଯାହାକୁ ଶୁଣି ଚନ୍ଦ୍ରଚୂଡ ରାଗି ଯାଇଥିଲେ। କୋର୍ଟ ଚାଲୁଥିବାବେଳେ ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି , YA, YA, YA … କୁହ ନାହିଁ, […] The post ୟା.. ୟା.. ବନ୍ଦ କର, ଏଇଟା କଫି ଶପ୍ ନୁହେଁ କୋର୍ଟ, ଓକିଲଙ୍କୁ ହଠାତ୍ ଏମିତି କାହିଁକି କହିଲେ ଚନ୍ଦଚୂଡ appeared first on Dharitri Odia News.
ନୂଆଦିଲ୍ଲୀ,୩୦।୯: ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସୋମବାର କୋର୍ଟରେ ବସିବା ମାତ୍ରେ ଗୋଟିଏ ପରେ ଗୋଟିଏ ପିଟିସନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ଏକ ଆବେଦନ ଆସିଥିଲା ଏବଂ ସେହି ଆବେଦନକାରୀଙ୍କ ଓକିଲ ଅନୌପଚାରିକ ସ୍ବରରେ ପ୍ରଶ୍ନ ଉଠାଇଥିଲେ। ଓକିଲ ଜଣକ ସିଜେଆଇଙ୍କ ଆଗରେ ଇଂରାଜୀରେ କିଛି ଏମିତି କହିବାକୁ ଲାଗିଲେ ଯାହାକୁ ଶୁଣି ଚନ୍ଦ୍ରଚୂଡ ରାଗି ଯାଇଥିଲେ।
କୋର୍ଟ ଚାଲୁଥିବାବେଳେ ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି , YA, YA, YA … କୁହ ନାହିଁ, ହଁ କୁହନ୍ତୁ। ଏଇଟା କଫି ଶପ୍ ନୁହେଁ ଏଇଟା କୋର୍ଟ। ୟେସ୍ କହୁଥିବା ଲୋକଙ୍କ ପ୍ରତି ମୋର ଆଲର୍ଜି ଅଛି। ଚନ୍ଦ୍ରଚୂଡଙ୍କ ଏହି ମନ୍ତବ୍ୟ ପରେ ଆବେଦନକାରୀ ମରାଠୀରେ କହିବା ଆରମ୍ଭ କରିଥିଲେ।
The post ୟା.. ୟା.. ବନ୍ଦ କର, ଏଇଟା କଫି ଶପ୍ ନୁହେଁ କୋର୍ଟ, ଓକିଲଙ୍କୁ ହଠାତ୍ ଏମିତି କାହିଁକି କହିଲେ ଚନ୍ଦଚୂଡ appeared first on Dharitri Odia News.