ମନ୍ତ୍ରୀଙ୍କ ବଡ଼ ସୂଚନା: ପୂର୍ତ୍ତ ବିଭାଗ କାମରେ ଲାଗିବ AI
ଭୁବନେଶ୍ୱର,୨୯।୭: ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏପରିକି ଟେଣ୍ଡର୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ AI ଆଧାରିତ ହେବ। ପୂର୍ତ୍ତ ବିଭାଗ ଟେଣ୍ଡର୍ ମ୍ୟାନେଜମେଣ୍ଟକୁ ଅନ୍ଲାଇନ୍ରେ କରିବ। ପୂର୍ବରୁ ଯେଉଁ କାମ ୨ ମାସ ଲାଗୁଥିଲା, ଏବେ ଗୋଟିଏ ସପ୍ତାହରେ ହେବ। ଏନେଇ ଅନ୍ଲାଇନ ଆପ୍ଲିକେସନ କାମ ଆରମ୍ଭ ହୋଇଯାଇଛି […] The post ମନ୍ତ୍ରୀଙ୍କ ବଡ଼ ସୂଚନା: ପୂର୍ତ୍ତ ବିଭାଗ କାମରେ ଲାଗିବ AI appeared first on Dharitri Odia News.
ଭୁବନେଶ୍ୱର,୨୯।୭: ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଏପରିକି ଟେଣ୍ଡର୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ AI ଆଧାରିତ ହେବ। ପୂର୍ତ୍ତ ବିଭାଗ ଟେଣ୍ଡର୍ ମ୍ୟାନେଜମେଣ୍ଟକୁ ଅନ୍ଲାଇନ୍ରେ କରିବ। ପୂର୍ବରୁ ଯେଉଁ କାମ ୨ ମାସ ଲାଗୁଥିଲା, ଏବେ ଗୋଟିଏ ସପ୍ତାହରେ ହେବ। ଏନେଇ ଅନ୍ଲାଇନ ଆପ୍ଲିକେସନ କାମ ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
The post ମନ୍ତ୍ରୀଙ୍କ ବଡ଼ ସୂଚନା: ପୂର୍ତ୍ତ ବିଭାଗ କାମରେ ଲାଗିବ AI appeared first on Dharitri Odia News.