ୟୁପିରୁ ବିନାବାଧାରେ ଓ ପଶ୍ଚିମବଙ୍ଗରୁ ଲୁଚାଛପାରେ ଓଡ଼ିଶାକୁ ଆସୁଛି ଆଳୁ ଗାଡ଼ି

ଆଳୁକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ତାତି । ମୁଲତବୀ ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗଟ୍ କରିଥିବା ବେଳେ ଯୋଗାଣମନ୍ତ୍ରୀ ବି ରଖିଥିଲେ କଡ଼ା ଉତ୍ତର ।

ୟୁପିରୁ ବିନାବାଧାରେ ଓ ପଶ୍ଚିମବଙ୍ଗରୁ ଲୁଚାଛପାରେ ଓଡ଼ିଶାକୁ ଆସୁଛି ଆଳୁ ଗାଡ଼ି
Array