Yusuf Pathan Refuses Foreign Tour: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ

ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବେନି TMC ସାଂସଦ ୟୁସୁଫ ପଠାନ । ବିଦେଶ ଗସ୍ତ କରି ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଯୋଜନା କରାଯାଇଥିଲା । ତେଣୁ କେନ୍ଦ୍ର ସରକାର ଏକ ସର୍ବଦଳୀୟ ଟିମ୍ ଗଠନ କରିଥିଲେ । ଏଥିରୁ ନିବୃତ ରହିଛନ୍ତି ୟୁସୁଫ ।

Yusuf Pathan Refuses Foreign Tour: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ
Array