୧୧୨ ବର୍ଷ ପରେ ଏଭଳି କାରନାମା କରିଦେଖାଇଲା ଟିମ୍‌ ଇଣ୍ଡିଆ

ଧର୍ମଶାଳା,୯।୩: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟକୁ ଜିତିନେଇଛି ଭାରତ। ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ଶତକ ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତ ଅନ୍ତିମ ଟେଷ୍ଟକୁ ଜିତି ୪-୧ରେ ସିରିଜ ଜିତିନେଇଛି। ଶନିବାର ବିରୋଧୀ ଟିମ୍‌କୁ ଏକ ଇନିଂସ ଏବଂ ୬୪ରନ୍‌ରେ ଭାରତ ପରାସ୍ତ କରି ଇତିହାସ ରଚିଛି। କାରଣ ଟେଷ୍ଟ କ୍ରିକେଟରେ ୧୧୨ ବର୍ଷ ପରେ କୌଣସି ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍‌ ହାରିବା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ […] The post ୧୧୨ ବର୍ଷ ପରେ ଏଭଳି କାରନାମା କରିଦେଖାଇଲା ଟିମ୍‌ ଇଣ୍ଡିଆ appeared first on Dharitri Odia News.

୧୧୨ ବର୍ଷ ପରେ ଏଭଳି କାରନାମା କରିଦେଖାଇଲା ଟିମ୍‌ ଇଣ୍ଡିଆ

ଧର୍ମଶାଳା,୯।୩: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟକୁ ଜିତିନେଇଛି ଭାରତ। ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ଶତକ ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତ ଅନ୍ତିମ ଟେଷ୍ଟକୁ ଜିତି ୪-୧ରେ ସିରିଜ ଜିତିନେଇଛି। ଶନିବାର ବିରୋଧୀ ଟିମ୍‌କୁ ଏକ ଇନିଂସ ଏବଂ ୬୪ରନ୍‌ରେ ଭାରତ ପରାସ୍ତ କରି ଇତିହାସ ରଚିଛି। କାରଣ ଟେଷ୍ଟ କ୍ରିକେଟରେ ୧୧୨ ବର୍ଷ ପରେ କୌଣସି ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍‌ ହାରିବା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୪-୧ ବ୍ୟବଧାନରେ ଜିତିଛି। ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ରେ ଭାରତକୁ ପରାଜିତ କରିଥିଲା। ଏଣୁ ସିରିଜ ଜିତିବାକୁ ହେଲେ ଭାରତୀୟ ଟିମ୍‌କୁ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି କୁହାଯାଉଥିଲା। ଶେଷରେ ତାହା ହୋଇଛି।

The post ୧୧୨ ବର୍ଷ ପରେ ଏଭଳି କାରନାମା କରିଦେଖାଇଲା ଟିମ୍‌ ଇଣ୍ଡିଆ appeared first on Dharitri Odia News.