୧୫ ମିନିଟ୍ ଅନ୍ଧାରରେ ରହିଲା ଶ୍ରୀମନ୍ଦିର
ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍ ହେବାରୁ ୧୫ରୁ ୨୦ ମିନିଟ୍ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା। ଏହି ଅନ୍ଧାର ମଧ୍ୟରେ ଭକ୍ତମାନେ ଯାତାୟାତ କରିଥିଲେ। ବ୍ୟାକ୍ଅପ୍ କାମ କରି ନ ଥିଲା। ମିନି ଇନ୍ଭର୍ଟରରେ କିଛି ଅଞ୍ଚଳ ଆଲୋକିତ ରହିଥିଲା। ପାଓ୍ବାର ଟ୍ରିପ୍ ଯୋଗୁ ଏପରି ସମସ୍ୟା ହୋଇଥିଲା ବୋଲି ମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। The post ୧୫ ମିନିଟ୍ ଅନ୍ଧାରରେ ରହିଲା ଶ୍ରୀମନ୍ଦିର appeared first on Dharitri Odia News.
ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍ ହେବାରୁ ୧୫ରୁ ୨୦ ମିନିଟ୍ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା। ଏହି ଅନ୍ଧାର ମଧ୍ୟରେ ଭକ୍ତମାନେ ଯାତାୟାତ କରିଥିଲେ। ବ୍ୟାକ୍ଅପ୍ କାମ କରି ନ ଥିଲା। ମିନି ଇନ୍ଭର୍ଟରରେ କିଛି ଅଞ୍ଚଳ ଆଲୋକିତ ରହିଥିଲା। ପାଓ୍ବାର ଟ୍ରିପ୍ ଯୋଗୁ ଏପରି ସମସ୍ୟା ହୋଇଥିଲା ବୋଲି ମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।
The post ୧୫ ମିନିଟ୍ ଅନ୍ଧାରରେ ରହିଲା ଶ୍ରୀମନ୍ଦିର appeared first on Dharitri Odia News.