୧୫ ଲକ୍ଷରେ ମିଳିବ ଘର

୧୫_ଲକ୍ଷରେ_ମିଳିବ_ଘର ନିମ୍ନ ଓ ମଧ୍ୟବିତ୍ତଙ୍କ ଲାଗି ଖୁସି ଖବର! ଭୁବନେଶ୍ବରରେ ସେମାନେ ବି କିଣି ପାରିବେ ସ୍ୱପ୍ନର ଘର। ୧୫ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇବେ ରାଜ୍ୟ ସରକାର। ଲଟେରୀ ମାଧ୍ୟମରେ ଏ ସବୁ ଘର ଆବଣ୍ଟନ ହେବ। ତେବେ ଅର୍ବାନ ପ୍ଲାନରଙ୍କ ମତ, ଏବେ ବି ୧୫ରୁ ୫୦ ଲକ୍ଷ ଟଙ୍କାରେ ଘର କିଣିବାକୁ ଅସମର୍ଥ ବହୁ ମଧ୍ୟବିତ୍ତ। ସେମାନଙ୍କୁ ଦୀର୍ଘମିଆଦୀ ଋଣରେ ଘର ଯୋଗାନ୍ତୁ ସରକାର।

୧୫ ଲକ୍ଷରେ ମିଳିବ ଘର
Array