୧୯ ରେ ବିଜେଡି ବୈଠକ

ଭୁବନେଶ୍ୱର : ଆସନ୍ତା ୧୯ ତାରିଖରେ ଶଙ୍ଖ ଭବନରେ ବସିବ ବିଜେଡି ବୈଠକ I ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବସିବ ବୈଠକ I ଅପରାହ୍ନ ୪ଟା ୩୦ ମିନିଟରେ ବୈଠକ ବସିବ। ବିଧାନସଭାରେ କିଏ ହେବ ବିରୋଧୀ ଦଳର ନେତା ତାହା ଚୟନ କରାଯିବ। ସୂଚନା ଥାଉକି, ଜୁନ୍‌ ୧୮,୧୯ ଏବଂ ୨୦ ତାରିଖ ତିନିଦିନ ବିଧାନସଭା ଚାଲିବ । ଏଥିରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ […]

୧୯ ରେ ବିଜେଡି ବୈଠକ
୧୯ ରେ ବିଜେଡି ବୈଠକ

ଭୁବନେଶ୍ୱର : ଆସନ୍ତା ୧୯ ତାରିଖରେ ଶଙ୍ଖ ଭବନରେ ବସିବ ବିଜେଡି ବୈଠକ I ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବସିବ ବୈଠକ I ଅପରାହ୍ନ ୪ଟା ୩୦ ମିନିଟରେ ବୈଠକ ବସିବ। ବିଧାନସଭାରେ କିଏ ହେବ ବିରୋଧୀ ଦଳର ନେତା ତାହା ଚୟନ କରାଯିବ।

ସୂଚନା ଥାଉକି, ଜୁନ୍‌ ୧୮,୧୯ ଏବଂ ୨୦ ତାରିଖ ତିନିଦିନ ବିଧାନସଭା ଚାଲିବ । ଏଥିରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ନୂଆ ବାଚସ୍ପତି ଚୟନ କରାଯିବ ।