୨ ଦିନରେ ୧୬ ଜୀବନ ନେଲାଣି ମୃତ୍ୟୁର ବଜ୍ର

ଦୁଇ ଦିନ ଭିତରେ ରାଜ୍ୟରେ ବଜ୍ରପାତରେ ଗଲାଣି ୧୬ ଜୀବନ। ଗତକାଲି ୧୦ ଜଣ ଏବଂ ଆଜି ୬ ଜଣଙ୍କ ଜୀବନ ଯାଇଛି, ଅନେକ ଆହତ ହୋଇଛନ୍ତି।