୨ ପୋଲିସ କମର୍ଚାରୀ ନିଲମ୍ବିତ

ସାଲେପୁର,୮ା୮: କଟକ ଜିଲା ସାଲେପୁର ଥାନାର ଦୁଇ ପୋଲିସ କର୍ମଚାରୀଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ଦୁଇ କର୍ମଚାରୀ ହେଲେ ସାଲେପୁର ଥାନାର ହୋମ୍‌ଗାର୍ଡ ସୁଶାନ୍ତ ସ୍ବାଇଁ ଏବଂ କନଷ୍ଟେବଳ ସଞ୍ଜୟ ଦାସ। ଅସଦାଚରଣ ଅଭିଯୋଗରେ ଗିରଫ ଅଭିଯୁକ୍ତ ସାଲେପୁର ଡାକ୍ତରଖାନାରୁ ଚମ୍ପଟ ମାରିବା ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ନେଇ ଦୁଇ କର୍ମଚାରୀଙ୍କ ଉପରେ ଏପରି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। The post ୨ ପୋଲିସ କମର୍ଚାରୀ ନିଲମ୍ବିତ appeared first on Dharitri Odia News.

୨ ପୋଲିସ କମର୍ଚାରୀ ନିଲମ୍ବିତ

ସାଲେପୁର,୮ା୮: କଟକ ଜିଲା ସାଲେପୁର ଥାନାର ଦୁଇ ପୋଲିସ କର୍ମଚାରୀଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ଦୁଇ କର୍ମଚାରୀ ହେଲେ ସାଲେପୁର ଥାନାର ହୋମ୍‌ଗାର୍ଡ ସୁଶାନ୍ତ ସ୍ବାଇଁ ଏବଂ କନଷ୍ଟେବଳ ସଞ୍ଜୟ ଦାସ।
ଅସଦାଚରଣ ଅଭିଯୋଗରେ ଗିରଫ ଅଭିଯୁକ୍ତ ସାଲେପୁର ଡାକ୍ତରଖାନାରୁ ଚମ୍ପଟ ମାରିବା ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ନେଇ ଦୁଇ କର୍ମଚାରୀଙ୍କ ଉପରେ ଏପରି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

The post ୨ ପୋଲିସ କମର୍ଚାରୀ ନିଲମ୍ବିତ appeared first on Dharitri Odia News.