୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨ ବର୍ଷରେ ୭୫ ହଜାର ନିଯୁକ୍ତି ହେବ ରାଜ୍ୟରେ। ଏଥି ପାଇଁ ସରକାର ପ୍ରତିଶୃତି ବଦ୍ଧ।ରାଜ୍ୟସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ ଏହି ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ପୂର୍ବ ସରକାର ସମୟରେ ଦେଢ଼ ଲକ୍ଷ ପଦ ଖାଲି ପଡ଼ିଛି। ଆମେ ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛ। ଖୁବଶୀଘ୍ର ୨୦ ହଜାର […]

ଭୁବନେଶ୍ୱର:୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨ ବର୍ଷରେ ୭୫ ହଜାର ନିଯୁକ୍ତି ହେବ ରାଜ୍ୟରେ। ଏଥି ପାଇଁ ସରକାର ପ୍ରତିଶୃତି ବଦ୍ଧ।ରାଜ୍ୟସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ ଏହି ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
କହିଛନ୍ତି ପୂର୍ବ ସରକାର ସମୟରେ ଦେଢ଼ ଲକ୍ଷ ପଦ ଖାଲି ପଡ଼ିଛି। ଆମେ ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛ। ଖୁବଶୀଘ୍ର ୨୦ ହଜାର ଶିକ୍ଷକ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।