୨ ଯୁବକଙ୍କୁ ବ୍ଲେଡରେ ଆକ୍ରମଣ

ଛତ୍ରପୁର,୨୯ା୧(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ହୁମର ଗ୍ରାମରେ ସୋମବାର ନାମ ସଂକୀର୍ତ୍ତନ ଚାଲିଥିବା ବେଳେ କୌଣସି ଏକ କାରଣକୁ ନେଇ ୨ ଯୁବକଙ୍କୁ ସେହି ଗ୍ରାମର କେତେଜଣ ବ୍ୟକ୍ତି ବ୍ଲେଡରେ କାଟି କ୍ଷତବିକ୍ଷତ କରିଛନ୍ତି। ଆହତ ୨ ଯୁବକ ହୁମ୍ବର ଗ୍ରାମର ବିଶ୍ୱଜିତ ସ୍ବାଇଁ ଓ କୁନାଲ କୁମାର ପଲେଇ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାକୁ ନେଇ ମଙ୍ଗଳ ଚରଣ ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି। ଯାନ ବାହନ ପାର୍କିଂ କଥାକୁ ନେଇ […] The post ୨ ଯୁବକଙ୍କୁ ବ୍ଲେଡରେ ଆକ୍ରମଣ appeared first on Dharitri Odia News.

୨ ଯୁବକଙ୍କୁ ବ୍ଲେଡରେ ଆକ୍ରମଣ

ଛତ୍ରପୁର,୨୯ା୧(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ହୁମର ଗ୍ରାମରେ ସୋମବାର ନାମ ସଂକୀର୍ତ୍ତନ ଚାଲିଥିବା ବେଳେ କୌଣସି ଏକ କାରଣକୁ ନେଇ ୨ ଯୁବକଙ୍କୁ ସେହି ଗ୍ରାମର କେତେଜଣ ବ୍ୟକ୍ତି ବ୍ଲେଡରେ କାଟି କ୍ଷତବିକ୍ଷତ କରିଛନ୍ତି। ଆହତ ୨ ଯୁବକ ହୁମ୍ବର ଗ୍ରାମର ବିଶ୍ୱଜିତ ସ୍ବାଇଁ ଓ କୁନାଲ କୁମାର ପଲେଇ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାକୁ ନେଇ ମଙ୍ଗଳ ଚରଣ ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି। ଯାନ ବାହନ ପାର୍କିଂ କଥାକୁ ନେଇ ଏପରି ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

The post ୨ ଯୁବକଙ୍କୁ ବ୍ଲେଡରେ ଆକ୍ରମଣ appeared first on Dharitri Odia News.