୨ୟ ଦିନରେ ନବ ଦାସଙ୍କ ଭାଇ ବଜ୍ର ଦାସଙ୍କ ଘରେ ଆଇଟି ଚଢାଉ

ଭୁବନେଶ୍ୱର,୧୮।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଆଜି ବି ଚଢାଉ କରାଯାଇଛି। ସମ୍ବଲପୁର ସ୍ଥିତ ଘର ଓ ଅଫିସ ଏବଂ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍‌ ଜାର ରହିଛି। କାଲି ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ। ଶୁକ୍ରବାର ସକାଳୁ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍‌ କରାଯାଇଥିବା ବେଳେ ଶନିବାର ସକାଳୁ ମଧ୍ୟ ଆଉ ଥରେ ଚଢାଉ […] The post ୨ୟ ଦିନରେ ନବ ଦାସଙ୍କ ଭାଇ ବଜ୍ର ଦାସଙ୍କ ଘରେ ଆଇଟି ଚଢାଉ appeared first on Dharitri Odia News.

୨ୟ ଦିନରେ ନବ ଦାସଙ୍କ ଭାଇ ବଜ୍ର ଦାସଙ୍କ ଘରେ ଆଇଟି ଚଢାଉ

ଭୁବନେଶ୍ୱର,୧୮।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଆଜି ବି ଚଢାଉ କରାଯାଇଛି। ସମ୍ବଲପୁର ସ୍ଥିତ ଘର ଓ ଅଫିସ ଏବଂ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍‌ ଜାର ରହିଛି। କାଲି ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ।

ଶୁକ୍ରବାର ସକାଳୁ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍‌ କରାଯାଇଥିବା ବେଳେ ଶନିବାର ସକାଳୁ ମଧ୍ୟ ଆଉ ଥରେ ଚଢାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି। ବ୍ରଜ କେବେଠୁ ଆୟକର ଟ୍ୟାକ୍ସ ଦେଉ ନ ଥିଲେ , ତାଙ୍କ ଉପରେ ବକେୟା ଟିକସ ରହିଛି। ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ ହୋଇଥିଲା।

The post ୨ୟ ଦିନରେ ନବ ଦାସଙ୍କ ଭାଇ ବଜ୍ର ଦାସଙ୍କ ଘରେ ଆଇଟି ଚଢାଉ appeared first on Dharitri Odia News.