୨ୟ ଦିନରେ ବିଧାୟକଙ୍କ ପାଠଶାଳା; ଅଭିଜ୍ଞତା ବାଣ୍ଟୁଛନ୍ତି ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ
ସେହିଭଳି ଗୁରୁମନ୍ତ୍ର ଦେବେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ।
ବିଧାୟକଙ୍କ ପାଠଶାଳାର ଦ୍ୱିତୀୟ ଦିନ । ଅଭିଜ୍ଞତା ବାଣ୍ଟୁଛନ୍ତି ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ । ସେହିଭଳି ଗୁରୁମନ୍ତ୍ର ଦେବେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ।