୨୦ ବର୍ଷରେ ବିବାହ କରିଥିଲେ ଚିତ୍ରଲେଖା, ଜାଣନ୍ତୁ ତାଙ୍କ ସ୍ଵାମୀ ବିଷୟରେ

ମୁମ୍ଵାଇ ୨୮।୦୫: ଦେବୀ ଚିତ୍ରଲେଖା ସୋସିଆଲ ମିଡିଆରେ ଖୁବ୍‌ ଲୋକପ୍ରିୟ । ଯିଏ କମ୍‌ ବୟସରେ ପ୍ରବଚକ ଆରମ୍ଭ କରି ଦେଇଥିଲେ। ଚିତ୍ରଲେଖା ଫେମସ୍‌ ପ୍ରବଚକ । କାହିଁକି ନା ତାଙ୍କ ଅଧ୍ୟାତ୍ମିକ ଭିଡିଓ ଲୋକଙ୍କୁ କୁବ୍‌ ପସନ୍ଦ। ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ ଫଲୋଇଂ ଖୁବ୍‌ ଅଧିକ । ୧୯ ଫେବୃୟାରୀ ୧୯୯୭ରେ ହରିୟାଣାର ଏକ ଗାଁରେ ଜନ୍ମ । ଛୋଟବେଳେ ସେ ତାଙ୍କ ପ୍ରବଚନରେ ଖୁବ୍‌ ଲୋକପ୍ରିୟ ହୋଇଥିଲେ। ସେ ଅନେକ ଇଣ୍ଟରଭ୍ୟୁରେ ନିଜର ବିଚାର ତଥା ମତାମତ ରଖନ୍ତି। ଏତିକି ହିଁ ନୁହେଁ ସେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବି କଥାବାର୍ତ୍ତା କରନ୍ତି। ଗତ କିଛି ଦିନ ତଳେ ଏକ ପୋଡକାଷ୍ଟରେ ସେ ତାଙ୍କ ସ୍ଵାମୀଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା ।  ଏହି ସମୟରେ ସେ କହିଥିଲେ କି  ସ୍ଵାମୀ ବ୍ରାହ୍ନଣ ପରିବାରର ଅଟନ୍ତି। ତାଙ୍କ ନାମ ମାଧବୀ ତିୱାରୀ। ସେ ବିଳାଶପୂର, ଛତିଶଗଡର କଶ୍ୟପ ଗୋତ୍ରିୟ କାନୟକୁବ୍ଜ ବ୍ରାହ୍ମଣ ପରିବାର ଅରୁଣ ତିୱାରୀଙ୍କ ସୁପୁତ୍ର ।କହିବାକୁ ଗଲେ ମାଧବ ତିୱାରୀ ଇନଷ୍ଟାଗ୍ରାମ ଆକାଉଣ୍ଟ ଅନୁଯାୟୀ ସେ ମ୍ୟୁଜିକ ପ୍ରସ୍ତୁତ କରୁଥିବା କମ୍ପାନୀ ଓ ଏକ ଷ୍ଟୁଡିଓର ଫାଉଣ୍ଡର । ଏହା ସହ ସେ  ଶ୍ରୀରାଧା ଗୋବିନ୍ଦଙ୍କ ସେବକ । ଏହା ବ୍ୟତୀତ ତାଙ୍କ ପଚରାଯାଇଥିଲା କି ତାଙ୍କର କିପରି ସାକ୍ଷାତ ହେଲା ସେ କହିଥିଲେ କି  ଆମେ ପ୍ରବଚନ ମାଧ୍ୟରେ ଦେଖା ହୋଇଥିଲୁ ।  ସେ ମୋ କଥା ଶୁଣିବାକୁ ଆସୁଥିଲେ । ହେଲେ ତାଙ୍କ ପି

୨୦ ବର୍ଷରେ ବିବାହ କରିଥିଲେ ଚିତ୍ରଲେଖା, ଜାଣନ୍ତୁ ତାଙ୍କ ସ୍ଵାମୀ ବିଷୟରେ

ମୁମ୍ଵାଇ ୨୮।୦୫: ଦେବୀ ଚିତ୍ରଲେଖା ସୋସିଆଲ ମିଡିଆରେ ଖୁବ୍‌ ଲୋକପ୍ରିୟ । ଯିଏ କମ୍‌ ବୟସରେ ପ୍ରବଚକ ଆରମ୍ଭ କରି ଦେଇଥିଲେ। ଚିତ୍ରଲେଖା ଫେମସ୍‌ ପ୍ରବଚକ । କାହିଁକି ନା ତାଙ୍କ ଅଧ୍ୟାତ୍ମିକ ଭିଡିଓ ଲୋକଙ୍କୁ କୁବ୍‌ ପସନ୍ଦ। ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ ଫଲୋଇଂ ଖୁବ୍‌ ଅଧିକ ।

 ୧୯ ଫେବୃୟାରୀ ୧୯୯୭ରେ ହରିୟାଣାର ଏକ ଗାଁରେ ଜନ୍ମ । ଛୋଟବେଳେ ସେ ତାଙ୍କ ପ୍ରବଚନରେ ଖୁବ୍‌ ଲୋକପ୍ରିୟ ହୋଇଥିଲେ। ସେ ଅନେକ ଇଣ୍ଟରଭ୍ୟୁରେ ନିଜର ବିଚାର ତଥା ମତାମତ ରଖନ୍ତି। ଏତିକି ହିଁ ନୁହେଁ ସେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବି କଥାବାର୍ତ୍ତା କରନ୍ତି। ଗତ କିଛି ଦିନ ତଳେ ଏକ ପୋଡକାଷ୍ଟରେ ସେ ତାଙ୍କ ସ୍ଵାମୀଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା ।  ଏହି ସମୟରେ ସେ କହିଥିଲେ କି  ସ୍ଵାମୀ ବ୍ରାହ୍ନଣ ପରିବାରର ଅଟନ୍ତି। ତାଙ୍କ ନାମ ମାଧବୀ ତିୱାରୀ। ସେ ବିଳାଶପୂର, ଛତିଶଗଡର କଶ୍ୟପ ଗୋତ୍ରିୟ କାନୟକୁବ୍ଜ ବ୍ରାହ୍ମଣ ପରିବାର ଅରୁଣ ତିୱାରୀଙ୍କ ସୁପୁତ୍ର ।

କହିବାକୁ ଗଲେ ମାଧବ ତିୱାରୀ ଇନଷ୍ଟାଗ୍ରାମ ଆକାଉଣ୍ଟ ଅନୁଯାୟୀ ସେ ମ୍ୟୁଜିକ ପ୍ରସ୍ତୁତ କରୁଥିବା କମ୍ପାନୀ ଓ ଏକ ଷ୍ଟୁଡିଓର ଫାଉଣ୍ଡର । ଏହା ସହ ସେ  ଶ୍ରୀରାଧା ଗୋବିନ୍ଦଙ୍କ ସେବକ । ଏହା ବ୍ୟତୀତ ତାଙ୍କ ପଚରାଯାଇଥିଲା କି ତାଙ୍କର କିପରି ସାକ୍ଷାତ ହେଲା ସେ କହିଥିଲେ କି  ଆମେ ପ୍ରବଚନ ମାଧ୍ୟରେ ଦେଖା ହୋଇଥିଲୁ ।  ସେ ମୋ କଥା ଶୁଣିବାକୁ ଆସୁଥିଲେ । ହେଲେ ତାଙ୍କ ପିତାଙ୍କର ଇଚ୍ଛା ଥିଲା କି ଆମ ପୁଅକୁ ଏମିତି ଝିଅଟେ ମିଳୁ । ତାଙ୍କ ପରିବାର ତରଫରୁ ଆମ ଘରକୁ ପ୍ରସ୍ତାବ ଆସିଥିଲା ।