୨୦୦ କୋଟି କ୍ଲବ୍‌ରେ ‘ସ୍ତ୍ରୀ ୨’

ମୁମ୍ବାଇ:  ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଚଳଚ୍ଚିତ୍ରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏହି ହରର କମେଡି ଫିଲ୍ମ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ରିପୋର୍ଟ ଅନୁଯାୟୀ, ରିଲିଜ୍‌ ହେବାର ମାତ୍ର ୪ ଦିନ ମଧ୍ୟରେ ‘ସ୍ତ୍ରୀ ୨’ ଫିଲ୍ମ ବିଶ୍ୱବ୍ୟାପୀ ୨୮୩ କୋଟି ଟଙ୍କା ସଂଗ୍ରହ କରିଛି। ଅନ୍ୟପକ୍ଷରେ କେବଳ ଭାରତରୁ ଏହି ଫିଲ୍ମ ରବିବାର ସୁଦ୍ଧା ୨୪୦ କୋଟି […] The post ୨୦୦ କୋଟି କ୍ଲବ୍‌ରେ ‘ସ୍ତ୍ରୀ ୨’ appeared first on Dharitri Odia News.

୨୦୦ କୋଟି କ୍ଲବ୍‌ରେ ‘ସ୍ତ୍ରୀ ୨’

ମୁମ୍ବାଇ:  ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଚଳଚ୍ଚିତ୍ରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏହି ହରର କମେଡି ଫିଲ୍ମ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ରିପୋର୍ଟ ଅନୁଯାୟୀ, ରିଲିଜ୍‌ ହେବାର ମାତ୍ର ୪ ଦିନ ମଧ୍ୟରେ ‘ସ୍ତ୍ରୀ ୨’ ଫିଲ୍ମ ବିଶ୍ୱବ୍ୟାପୀ ୨୮୩ କୋଟି ଟଙ୍କା ସଂଗ୍ରହ କରିଛି। ଅନ୍ୟପକ୍ଷରେ କେବଳ ଭାରତରୁ ଏହି ଫିଲ୍ମ ରବିବାର ସୁଦ୍ଧା ୨୪୦ କୋଟି ଟଙ୍କା ସଂଗ୍ରହ କରିଛି।

The post ୨୦୦ କୋଟି କ୍ଲବ୍‌ରେ ‘ସ୍ତ୍ରୀ ୨’ appeared first on Dharitri Odia News.