୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୁଲିସ୍ ମେଡାଲ ତାଲିକା
ଭୁବନେଶ୍ୱର, ୨୧।୧: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ୨୦୨୩ ବର୍ଷ ପାଇଁ ରାଜ୍ୟ ପୁଲିସ୍ ମେଡାଲ ତାଲିକା ପ୍ରକାଶ ପାଇଛି। ପୂବାଞ୍ଚଳ ଆଇଜି ହିମାଂଶୁ ଲାଲ, କ୍ରାଇମ୍ବ୍ରାଞ୍ଚ ଆଇଜି ସଫିଲ୍ ଅହମ୍ମଦ ସମେତ ୨୦ ଜଣ ପୁଲିସ୍ ଅଧିକାରୀ ରାଜ୍ୟପାଳ ପଦକ ପାଇବେ। ସେହିଭଳି ଜିଲ୍ଲା ଆରକ୍ଷୀ ଅଧିକ୍ଷକ-ଏସ୍ପି ପାହ୍ୟାରେ ଜଗମୋହନ ମୀନା ଓ ମୁକେଶ ଭାମୋ ମନୋନୀତ ହୋଇଛନ୍ତି। ଉଦୟଭାନୁ ମିଶ୍ର, ମାନସ ଗଡନାୟକ, ଅନୀଲା ଆନନ୍ଦ, ସବ୍ୟସାଚୀ ମଲ୍ଲ, ହେମାମାଳିନୀ ନାୟକ ପୁଲିସ୍ ପଦକ […] The post ୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୁଲିସ୍ ମେଡାଲ ତାଲିକା appeared first on Dharitri Odia News.
ଭୁବନେଶ୍ୱର, ୨୧।୧: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ୨୦୨୩ ବର୍ଷ ପାଇଁ ରାଜ୍ୟ ପୁଲିସ୍ ମେଡାଲ ତାଲିକା ପ୍ରକାଶ ପାଇଛି। ପୂବାଞ୍ଚଳ ଆଇଜି ହିମାଂଶୁ ଲାଲ, କ୍ରାଇମ୍ବ୍ରାଞ୍ଚ ଆଇଜି ସଫିଲ୍ ଅହମ୍ମଦ ସମେତ ୨୦ ଜଣ ପୁଲିସ୍ ଅଧିକାରୀ ରାଜ୍ୟପାଳ ପଦକ ପାଇବେ।
ସେହିଭଳି ଜିଲ୍ଲା ଆରକ୍ଷୀ ଅଧିକ୍ଷକ-ଏସ୍ପି ପାହ୍ୟାରେ ଜଗମୋହନ ମୀନା ଓ ମୁକେଶ ଭାମୋ ମନୋନୀତ ହୋଇଛନ୍ତି। ଉଦୟଭାନୁ ମିଶ୍ର, ମାନସ ଗଡନାୟକ, ଅନୀଲା ଆନନ୍ଦ, ସବ୍ୟସାଚୀ ମଲ୍ଲ, ହେମାମାଳିନୀ ନାୟକ ପୁଲିସ୍ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି।
The post ୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୁଲିସ୍ ମେଡାଲ ତାଲିକା appeared first on Dharitri Odia News.