୨୦୩୪ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ : ବିଜେଡି

ଭୁବନେଶ୍ବର ୧୦।୫: ଇସ୍ତାହାରରେ ୨୦୩୪ ଯାଏ ରୋଡ୍ ମ୍ୟାପ୍ ଅଛି ବୋଲି ସାମ୍ବାଦିକ ସମ୍ମିଳନୀର ବିଜେଡି କହିଛି । ବିଜେଡି ଇସ୍ତାହାର ଯୁଗାନ୍ତକାରୀ, ଐତିହାସିକ । ୨୦୩୪ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ । ଘୋଷଣାପତ୍ରରେ ସବୁବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ଯୁବକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ବଜେଟ୍ । ୧୦ବର୍ଷ ପାଇଁ ୧ ଲକ୍ଷ କୋଟିର ଅଲଗା ବଜେଟ୍ ପ୍ରସ୍ତୁତ ହୋଇଛି । ପ୍ରତି ବର୍ଷ ଯୁବକଙ୍କ ପାଇଁ ଖର୍ଚ୍ଚ ହେବ । କୃଷକଙ୍କ ପାଇଁ ସବୁଠୁ ବେଶୀ ଚିନ୍ତିତ ମୁଖ୍ୟମନ୍ତ୍ରୀ । କୃଷକ ଭାଇମାନଙ୍କୁ ମାଗଣାରେ ବିଜୁଳି ମିଳିବ ।You Can Read:ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨୦୩୪ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ : ବିଜେଡି

ଭୁବନେଶ୍ବର ୧୦।୫: ଇସ୍ତାହାରରେ ୨୦୩୪ ଯାଏ ରୋଡ୍ ମ୍ୟାପ୍ ଅଛି ବୋଲି ସାମ୍ବାଦିକ ସମ୍ମିଳନୀର ବିଜେଡି କହିଛି । ବିଜେଡି ଇସ୍ତାହାର ଯୁଗାନ୍ତକାରୀ, ଐତିହାସିକ । ୨୦୩୪ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ । ଘୋଷଣାପତ୍ରରେ ସବୁବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ଯୁବକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ବଜେଟ୍ । ୧୦ବର୍ଷ ପାଇଁ ୧ ଲକ୍ଷ କୋଟିର ଅଲଗା ବଜେଟ୍ ପ୍ରସ୍ତୁତ ହୋଇଛି । ପ୍ରତି ବର୍ଷ ଯୁବକଙ୍କ ପାଇଁ ଖର୍ଚ୍ଚ ହେବ । କୃଷକଙ୍କ ପାଇଁ ସବୁଠୁ ବେଶୀ ଚିନ୍ତିତ ମୁଖ୍ୟମନ୍ତ୍ରୀ । କୃଷକ ଭାଇମାନଙ୍କୁ ମାଗଣାରେ ବିଜୁଳି ମିଳିବ ।

You Can Read:

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ