୨୨ ଘଣ୍ଟା ଚାଲିଥିଲେ ୪ ଆତଙ୍କୀ

ପହଲଗାମ୍ ରେ ନରସଂହାର ରଚିବା ଆଗରୁ, ୨୨ ଘଣ୍ଟା ଚାଲିଥିଲେ ୪ ଆତଙ୍କୀ। ପାହାଡ଼ ଜଙ୍ଗଲରେ ଟ୍ରେକିଂ କରି ବୈସାରନ୍ ଭ୍ୟାଲିରେ ପହଞ୍ଚିଥିଲେ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

୨୨ ଘଣ୍ଟା ଚାଲିଥିଲେ ୪ ଆତଙ୍କୀ
Array