୨୨୩ ମ୍ୟାଚ୍ ପରେ ପ୍ରଥମ ଥର, କମାଲ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ ୨୧/୦୬: ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରେ ମୁକବିଲା ଥିଲା ବେଶ୍ ରୋମାଞ୍ଚକର । ତେବେ ସବୁ ଥର ଭଳି ବିଜୟ ଧାରା ବଜାୟ ରଖିଥିଲା ଭାରତ । ଆଫଗାନିସ୍ତାନକୁ ହରାଇ ଭାରତ ହାସଲ କରିଥିଲା ଉପଲବ୍ଧୀ । ଟିମ୍‌ ଇଣ୍ଡିଆ ପାଇଁ ଏହି ମ୍ୟାଚ୍‌ରେ ସୂର୍ଯ୍ୟା ଖେଳିଥିଲେ ଦମଦାର ଇନିଂସ । ତାଙ୍କ ୫୩ ରନ୍‌ ବଳରେ ବାରତର ସ୍କୋର ହୋଇଥିଲା ୧୮୧ ରନ୍ । ପରେ ଜସ୍‌ପ୍ରୀତ ବୁମରାହ ମାତ୍ର ୭ ରନ୍‌ କରି ୩ ଓ୍ୱିକେଟ ହାସଲ କରିଥିଲେ । ଯାହା ବଳରେ ଭାରତ ଆଫଗାନିସ୍ତାନକୁ ୧୩୪ ରନ୍‌ରେ ଅଲ୍‌ଆଉଟ୍ କରିଥିଲା । ଟିମ୍ ଇଣ୍ଡିଆର ଏହି ବିଜୟ ବଳରେ ଗୋଟିେ ବଡ ଉପଲବ୍ଧୀ ହାସଲ କରିଛି । ଭାରତ ୨୨୩ ଟି ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଇତିହାସ କରିଛି ଯାହାକି ପ୍ରଥମ ଥର । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନର ସବୁ ଓ୍ୱିକେଟ ନେଇବାରେ ସକ୍ଷମ ହୋଇଥିଲା । ତେବେ ସବୁ ଓ୍ୱିକେଟକୁ ଗୋଟିଏ ଢଙ୍ଗରେ ନେଇଥିଲେ ଭାରତୀୟ ବୋଲର । ଟିମ୍ ଇଣ୍ଡିା ପାଇଁ ଏହି ମ୍ୟାଚରେ ସବୁଠୁ ଅଧିକ କ୍ୟାଚ୍ ଋଷଭ ପନ୍ତ ଓ ରବୀନ୍ଦ୍ରା ଜାଡେଜା ନେଇଥିଲେ । କ୍ୟାପଟେନ୍‌ ରୋହିତ ଶର୍ମା ବି ନେଇଥିଲେ ଦୁଇଟି କ୍ୟାଚ୍ । ଟି-୨୦ ବିଶ୍ୱ କପ୍ ଇତିହାସରେ ଏହା କେବଳ ଦ୍ୱିତୀୟ ଥର ଘଟିଛି । ଏହା ପୂର୍ବରୁ ଇଂଲଣ୍ଡ କରିଥିଲେ ଏହି ରେକର୍ଡ । ତା ପୁଣି ଆଫଗାନିସ୍ତାନ ବିପକ୍ଷରେ ।  

୨୨୩ ମ୍ୟାଚ୍ ପରେ ପ୍ରଥମ ଥର, କମାଲ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ ୨୧/୦୬: ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରେ ମୁକବିଲା ଥିଲା ବେଶ୍ ରୋମାଞ୍ଚକର । ତେବେ ସବୁ ଥର ଭଳି ବିଜୟ ଧାରା ବଜାୟ ରଖିଥିଲା ଭାରତ । ଆଫଗାନିସ୍ତାନକୁ ହରାଇ ଭାରତ ହାସଲ କରିଥିଲା ଉପଲବ୍ଧୀ । ଟିମ୍‌ ଇଣ୍ଡିଆ ପାଇଁ ଏହି ମ୍ୟାଚ୍‌ରେ ସୂର୍ଯ୍ୟା ଖେଳିଥିଲେ ଦମଦାର ଇନିଂସ । ତାଙ୍କ ୫୩ ରନ୍‌ ବଳରେ ବାରତର ସ୍କୋର ହୋଇଥିଲା ୧୮୧ ରନ୍ । 

ପରେ ଜସ୍‌ପ୍ରୀତ ବୁମରାହ ମାତ୍ର ୭ ରନ୍‌ କରି ୩ ଓ୍ୱିକେଟ ହାସଲ କରିଥିଲେ । ଯାହା ବଳରେ ଭାରତ ଆଫଗାନିସ୍ତାନକୁ ୧୩୪ ରନ୍‌ରେ ଅଲ୍‌ଆଉଟ୍ କରିଥିଲା । ଟିମ୍ ଇଣ୍ଡିଆର ଏହି ବିଜୟ ବଳରେ ଗୋଟିେ ବଡ ଉପଲବ୍ଧୀ ହାସଲ କରିଛି । ଭାରତ ୨୨୩ ଟି ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଇତିହାସ କରିଛି ଯାହାକି ପ୍ରଥମ ଥର । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନର ସବୁ ଓ୍ୱିକେଟ ନେଇବାରେ ସକ୍ଷମ ହୋଇଥିଲା । 

ତେବେ ସବୁ ଓ୍ୱିକେଟକୁ ଗୋଟିଏ ଢଙ୍ଗରେ ନେଇଥିଲେ ଭାରତୀୟ ବୋଲର । ଟିମ୍ ଇଣ୍ଡିା ପାଇଁ ଏହି ମ୍ୟାଚରେ ସବୁଠୁ ଅଧିକ କ୍ୟାଚ୍ ଋଷଭ ପନ୍ତ ଓ ରବୀନ୍ଦ୍ରା ଜାଡେଜା ନେଇଥିଲେ । କ୍ୟାପଟେନ୍‌ ରୋହିତ ଶର୍ମା ବି ନେଇଥିଲେ ଦୁଇଟି କ୍ୟାଚ୍ । ଟି-୨୦ ବିଶ୍ୱ କପ୍ ଇତିହାସରେ ଏହା କେବଳ ଦ୍ୱିତୀୟ ଥର ଘଟିଛି । ଏହା ପୂର୍ବରୁ ଇଂଲଣ୍ଡ କରିଥିଲେ ଏହି ରେକର୍ଡ । ତା ପୁଣି ଆଫଗାନିସ୍ତାନ ବିପକ୍ଷରେ ।