୨୩ ବର୍ଷିୟ ବିଦେଶୀ ସିଙ୍ଗରଙ୍କ ପ୍ରେମରେ ନୋରା, ଡେଟିଂକୁ ଜୋରଦାର ଚର୍ଚ୍ଚା

ନୋରା ଫତେହୀ ସବୁବେଳେ ତାଙ୍କର ହଟ୍‌ନେସ୍‌ ଏବଂ ଭିନ୍ନ ଶୈଳୀ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଏବେ ସେ ‘ଦି ରୟାଲ୍ସ’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ନିକଟରେ ତାଙ୍କୁ ଜଣେ ବ୍ୟକ୍ତିଙ୍କ ସହ ଦେଖିବାକୁ ମିଳିଥିଲା । ଯାହାଙ୍କ ଫଟୋ ଏବେ ଭାଇରାଲ୍‌ ହେଉଛି।ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କ ଡେଟିଂର ଖବର ଜୋର ଧରିଛି। ୨୭ ମେ, ୨୦୨୫ରେ, ନୋରା ଫତେହୀ ଆମେରିକୀୟ ସଂଗୀତ ପୁରସ୍କାରରେ ତାଙ୍କର ଡ୍ୟାନ୍ସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମୟରେ, ଅଭିନେତ୍ରୀଙ୍କୁ ଆମେରିକୀୟ ଗାୟକ ବେନ୍‌ସନ୍‌ ବୁନ୍‌ଙ୍କ ସହ ଦେଖିବାକୁ ମିଳିଥିଲା। ଭାଇରାଲ୍‌ ଫଟୋରେ, ଉଭୟ ପରସ୍ପରଙ୍କ ମଧ୍ୟରେ ହଜିଯାଇଥିବା ଦେଖାଯାଏ।ଫିଲ୍ମଫେୟାର ଅନୁଯାୟୀ, ଏହି ଯୋଡିଙ୍କ ମଧ୍ୟରେ ଏକ ଜବରଦସ୍ତ କେମେଷ୍ଟ୍ରି ଥିଲା ଏବଂ ଉଭୟ ପରସ୍ପରଙ୍କ ଆଖିରେ ହଜି ଯାଇଥିଲେ। ଏବେ ପ୍ରଶଂସକମାନେ ନୋରାଙ୍କ ବିଷୟରେ ଜାଣିବାକୁ ବେଶ୍‌ ଉତ୍ସାହିତ। ବେନ୍‌ସନ୍‌ ବୁନ୍‌ ଜଣେ ଆମେରିକୀୟ ପପ୍ ଗାୟକ। ସେ ୨୦୨୧ ମସିହାରେ ଆମେରିକୀୟ ଆଇଡଲ୍‌ରେ ଅଂଶଗ୍ରହଣ କରିବା ପରେ ଲାଇମ୍‌ଲାଇଟକୁ ଆସିଥିଲେ।ନ୍ତୁ ଗାୟକ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ସହିତ ଯୋଡ଼ି ହେବାକୁ ଚାହୁଁଥିଲେ, ଏଥିପାଇଁ ସେ ଶୋ’ ଛାଡି ଦେଇଥିଲେ। ତା’ପରେ ସେ ଟିକ୍ ଟକ୍ ଆଡକୁ ମୁହାଁଇଥିଲେ। ଟିକ୍‌ଟକ୍‌କୁ ଆସିବା ମାତ୍ରେ ବେନ୍‌ସନ୍‌ ବୁନ୍‌ ଲୋକପ୍ରିୟ ହୋଇଥିଲେ । ଗୋଟିଏ ବର୍ଷ ପୂର୍ବେ, ବେନ୍‌ସନ୍‌ ବ

୨୩ ବର୍ଷିୟ ବିଦେଶୀ ସିଙ୍ଗରଙ୍କ ପ୍ରେମରେ ନୋରା, ଡେଟିଂକୁ ଜୋରଦାର ଚର୍ଚ୍ଚା

ନୋରା ଫତେହୀ ସବୁବେଳେ ତାଙ୍କର ହଟ୍‌ନେସ୍‌ ଏବଂ ଭିନ୍ନ ଶୈଳୀ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଏବେ ସେ ‘ଦି ରୟାଲ୍ସ’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ନିକଟରେ ତାଙ୍କୁ ଜଣେ ବ୍ୟକ୍ତିଙ୍କ ସହ ଦେଖିବାକୁ ମିଳିଥିଲା । ଯାହାଙ୍କ ଫଟୋ ଏବେ ଭାଇରାଲ୍‌ ହେଉଛି।

ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କ ଡେଟିଂର ଖବର ଜୋର ଧରିଛି। ୨୭ ମେ, ୨୦୨୫ରେ, ନୋରା ଫତେହୀ ଆମେରିକୀୟ ସଂଗୀତ ପୁରସ୍କାରରେ ତାଙ୍କର ଡ୍ୟାନ୍ସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମୟରେ, ଅଭିନେତ୍ରୀଙ୍କୁ ଆମେରିକୀୟ ଗାୟକ ବେନ୍‌ସନ୍‌ ବୁନ୍‌ଙ୍କ ସହ ଦେଖିବାକୁ ମିଳିଥିଲା। ଭାଇରାଲ୍‌ ଫଟୋରେ, ଉଭୟ ପରସ୍ପରଙ୍କ ମଧ୍ୟରେ ହଜିଯାଇଥିବା ଦେଖାଯାଏ।

ଫିଲ୍ମଫେୟାର ଅନୁଯାୟୀ, ଏହି ଯୋଡିଙ୍କ ମଧ୍ୟରେ ଏକ ଜବରଦସ୍ତ କେମେଷ୍ଟ୍ରି ଥିଲା ଏବଂ ଉଭୟ ପରସ୍ପରଙ୍କ ଆଖିରେ ହଜି ଯାଇଥିଲେ। ଏବେ ପ୍ରଶଂସକମାନେ ନୋରାଙ୍କ ବିଷୟରେ ଜାଣିବାକୁ ବେଶ୍‌ ଉତ୍ସାହିତ। ବେନ୍‌ସନ୍‌ ବୁନ୍‌ ଜଣେ ଆମେରିକୀୟ ପପ୍ ଗାୟକ। ସେ ୨୦୨୧ ମସିହାରେ ଆମେରିକୀୟ ଆଇଡଲ୍‌ରେ ଅଂଶଗ୍ରହଣ କରିବା ପରେ ଲାଇମ୍‌ଲାଇଟକୁ ଆସିଥିଲେ।

ନ୍ତୁ ଗାୟକ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ସହିତ ଯୋଡ଼ି ହେବାକୁ ଚାହୁଁଥିଲେ, ଏଥିପାଇଁ ସେ ଶୋ’ ଛାଡି ଦେଇଥିଲେ। ତା’ପରେ ସେ ଟିକ୍ ଟକ୍ ଆଡକୁ ମୁହାଁଇଥିଲେ। ଟିକ୍‌ଟକ୍‌କୁ ଆସିବା ମାତ୍ରେ ବେନ୍‌ସନ୍‌ ବୁନ୍‌ ଲୋକପ୍ରିୟ ହୋଇଥିଲେ । ଗୋଟିଏ ବର୍ଷ ପୂର୍ବେ, ବେନ୍‌ସନ୍‌ ବୁନ୍‌ ଟେଲର ସ୍ୱିଫ୍ଟଙ୍କ ‘ଇରାସ୍ ଟୁର୍‌’ରେ ଓପନିଂ ପ୍ରଦର୍ଶକ ଭାବରେ ଦେଖାଯାଇଥିଲେ। ଏହା ବ୍ୟତୀତ, ସେ ଅନେକ ଲାଇଭ୍ ଏବଂ ଲେଟ୍ ନାଇଟ୍ ଶୋ’ରେ ମଧ୍ୟ ନଜର ଆସନ୍ତି।