୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଗତକାଲି ତୁଳନାରେ ଆଜି ତାପମାତ୍ରା କମିବ । ବାୟୁ ଚଳାଚଳରେ ବୃଦ୍ଧି ଘଟିଛି, ସମୁଦ୍ର ମଧ୍ୟରୁ ଶୁଷ୍କ ବାୟୁ ପ୍ରବାହିତ ହେଉଚି।  ଉପକୂଳ ଓଡିଶାରେ ରାତିତ୍ତାପ ମାତ୍ର ଦୃଷ୍ଟାନ୍ତ ମୂଳକ ଭାବରେ ବଢୁଛି । ରାତିରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ହୋଇଛି । ଆଜି ଠାରୁ ତାପମାତ୍ରା କମିବ । ପଶ୍ଚିମ ଝଡ ପ୍ରଭାବ ରେ ୨୩ ଓ ୨୪ ତାରିଖରେ ବର୍ଷା ହେବ । ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ କିଛି […] The post ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା appeared first on KNews Odisha.

୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
weather

ଭୁବନେଶ୍ୱର:  ଗତକାଲି ତୁଳନାରେ ଆଜି ତାପମାତ୍ରା କମିବ । ବାୟୁ ଚଳାଚଳରେ ବୃଦ୍ଧି ଘଟିଛି, ସମୁଦ୍ର ମଧ୍ୟରୁ ଶୁଷ୍କ ବାୟୁ ପ୍ରବାହିତ ହେଉଚି।  ଉପକୂଳ ଓଡିଶାରେ ରାତିତ୍ତାପ ମାତ୍ର ଦୃଷ୍ଟାନ୍ତ ମୂଳକ ଭାବରେ ବଢୁଛି । ରାତିରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ହୋଇଛି । ଆଜି ଠାରୁ ତାପମାତ୍ରା କମିବ । ପଶ୍ଚିମ ଝଡ ପ୍ରଭାବ ରେ ୨୩ ଓ ୨୪ ତାରିଖରେ ବର୍ଷା ହେବ । ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

The post ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା appeared first on KNews Odisha.