୩ ଠାକୁର ଖାଇଲେ ମାଉସୀଙ୍କ ହାତର ପୋଡ଼ପିଠା
ପୁରୀ,୧୫।୭: ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ ମନ୍ଦିରରରେ ଅଟକି ତିନି ଠାକୁର ପୋଡପିଠା ଖାଇଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ଘର ଅର୍ଦ୍ଧାସିନୀ ମନ୍ଦିରରେ ତିନି ଠାକୁର ଅଟକି ଥିଲେ। ମାଉସୀ ନିଜ ହାତରେ ତିଆରି କରିଥିବା ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ପୁଣ ତିନିଠାକୁର ବାହାରି ଯାଇଛନ୍ତି । ପ୍ରଥମେ ବଡ଼ ଠାକୁର ବଳଭଦ୍ର ପୋଡ଼ପିଠା ଖାଇବା ପରେ ଭଉଣୀ ସୁଭଦ୍ରା ଓ […] The post ୩ ଠାକୁର ଖାଇଲେ ମାଉସୀଙ୍କ ହାତର ପୋଡ଼ପିଠା appeared first on Dharitri Odia News.
ପୁରୀ,୧୫।୭: ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ ମନ୍ଦିରରରେ ଅଟକି ତିନି ଠାକୁର ପୋଡପିଠା ଖାଇଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ଘର ଅର୍ଦ୍ଧାସିନୀ ମନ୍ଦିରରେ ତିନି ଠାକୁର ଅଟକି ଥିଲେ। ମାଉସୀ ନିଜ ହାତରେ ତିଆରି କରିଥିବା ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ପୁଣ ତିନିଠାକୁର ବାହାରି ଯାଇଛନ୍ତି ।
ପ୍ରଥମେ ବଡ଼ ଠାକୁର ବଳଭଦ୍ର ପୋଡ଼ପିଠା ଖାଇବା ପରେ ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ପୋଡ଼ ପିଠା ଖାଇଥିଲେ।
The post ୩ ଠାକୁର ଖାଇଲେ ମାଉସୀଙ୍କ ହାତର ପୋଡ଼ପିଠା appeared first on Dharitri Odia News.