୩୫ ସୋମାଲି ଡକାୟତଙ୍କୁ ପୁଲିସକୁ ହସ୍ତାନ୍ତର କଲା ଭାରତୀୟ ନୌସେନା

ଡେସ୍କ: ଭାରତୀୟ ନୌସେନା ଜାହାଜ ଆଇଏନଏସ କୋଲକାତା ଆଜି ୩୫ ଜଣ ସୋମାଲି ଡକାୟତଙ୍କୁ ନେଇ ମୁମ୍ବାଇରେ ପହଞ୍ଚିଛି। ଡକାୟତମାନଙ୍କୁ ୟେଲୋ ଗେଟ୍ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏହି ଜାହାଜକୁ ଆଦେନ୍ ଉପସାଗରରେ ମୁତୟନ କରାଯାଇଥିଲା। ଟଳିଗଲା ସଙ୍କଟ, ଆମେରିକୀୟ ସିନେଟରେ ୧.୨ ଟ୍ରିଲିୟନ ଡଲାର ପାଣ୍ଠି ପ୍ୟାକେଜ୍ ପାରିତ ଆଇଏନଏସ କୋଲକାତା ଡ୍ରୋନ୍ ବ୍ୟବହାର କରି ସଶସ୍ତ୍ର ଡକାୟତଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେବା ପରେ ଭାରତୀୟ ନୌସେନା ଡକାୟତଙ୍କ କବଜାରେ ଥିବା ଜାହାଜ ଏମଭି […]

୩୫ ସୋମାଲି ଡକାୟତଙ୍କୁ ପୁଲିସକୁ ହସ୍ତାନ୍ତର କଲା ଭାରତୀୟ ନୌସେନା

ଡେସ୍କ: ଭାରତୀୟ ନୌସେନା ଜାହାଜ ଆଇଏନଏସ କୋଲକାତା ଆଜି ୩୫ ଜଣ ସୋମାଲି ଡକାୟତଙ୍କୁ ନେଇ ମୁମ୍ବାଇରେ ପହଞ୍ଚିଛି। ଡକାୟତମାନଙ୍କୁ ୟେଲୋ ଗେଟ୍ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏହି ଜାହାଜକୁ ଆଦେନ୍ ଉପସାଗରରେ ମୁତୟନ କରାଯାଇଥିଲା।

ଟଳିଗଲା ସଙ୍କଟ, ଆମେରିକୀୟ ସିନେଟରେ ୧.୨ ଟ୍ରିଲିୟନ ଡଲାର ପାଣ୍ଠି ପ୍ୟାକେଜ୍ ପାରିତ

ଆଇଏନଏସ କୋଲକାତା ଡ୍ରୋନ୍ ବ୍ୟବହାର କରି ସଶସ୍ତ୍ର ଡକାୟତଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେବା ପରେ ଭାରତୀୟ ନୌସେନା ଡକାୟତଙ୍କ କବଜାରେ ଥିବା ଜାହାଜ ଏମଭି ରୁନକୁ ଅଟକାଇଥିଲା। ଭାରତୀୟ ବାୟୁସେନାର କମାଣ୍ଡୋ ସେହି ପରିବହନ ବିମାନରେ ଅବତରଣ କରିଥିଲା। ସମସ୍ତ ୩୫ ସୋମାଲି ଡକାୟତ ଭାରତୀୟ ନୌସେନା ଆଗରେ ଆତ୍ମସମର୍ପଣ କରିଛନ୍ତି।

କେଜ୍ରିୱାଲ ଗିରଫ ପ୍ରସଙ୍ଗ: ଦିଲ୍ଲୀରେ ଆପ କର୍ମୀ – ପୁଲିସ ମୁହାଁମୁହିଁ