୩୬ କର୍ପୋରେଟରଙ୍କୁ ନବୀନ ନିବାସକୁ ଡକରା: ଗୁରୁମନ୍ତ୍ର ଦେବେ ସୁପ୍ରିମୋ

ଭୁବନେଶ୍ୱାର,୧୮।୧୨: ବିଜେଡି ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ବାଟରେ ଗଡ଼ିଲାଣି। କିଛିଦିନ ପୂର୍ବରୁ ବ୍ରହ୍ମୁପୁର ମେୟର ସଂଘମିତ୍ରା ଦଳେଇଙ୍କ ବିରୋଧରେ ୨୫ କର୍ପୋରେଟର ଏକାଠି ହୋଇ ପ୍ରେମମିଟ୍‌ କରିବା ଅସନ୍ତୋଷକୁ ପଦାରେ ପକେଇ ଦେଇଥିଲା। ବୁଧବାର ୩୬ କର୍ପୋରଟରଙ୍କୁ ନବୀନ ନିବାସକୁ ଡକରା ଆସିଛି। ଅସନ୍ତୁଷ୍ଟ କର୍ପୋରେଟରଙ୍କୁ ସାଙ୍ଗରେ ନେଇ ନବୀନ ନିବାସ ଆସିବେ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିକ୍ରମ ପଣ୍ଡା ଓ ଭୃଗୁବକ୍ସି ପାତ୍ର । ତେବେ ଦଳ ଭିତରେ ଥିବା ଅସନ୍ତୋଷକୁ ନେଇ ନବୀନ […] The post ୩୬ କର୍ପୋରେଟରଙ୍କୁ ନବୀନ ନିବାସକୁ ଡକରା: ଗୁରୁମନ୍ତ୍ର ଦେବେ ସୁପ୍ରିମୋ appeared first on Dharitri Odia News.

୩୬ କର୍ପୋରେଟରଙ୍କୁ ନବୀନ ନିବାସକୁ ଡକରା: ଗୁରୁମନ୍ତ୍ର ଦେବେ ସୁପ୍ରିମୋ

ଭୁବନେଶ୍ୱାର,୧୮।୧୨: ବିଜେଡି ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ବାଟରେ ଗଡ଼ିଲାଣି। କିଛିଦିନ ପୂର୍ବରୁ ବ୍ରହ୍ମୁପୁର ମେୟର ସଂଘମିତ୍ରା ଦଳେଇଙ୍କ ବିରୋଧରେ ୨୫ କର୍ପୋରେଟର ଏକାଠି ହୋଇ ପ୍ରେମମିଟ୍‌ କରିବା ଅସନ୍ତୋଷକୁ ପଦାରେ ପକେଇ ଦେଇଥିଲା।
ବୁଧବାର ୩୬ କର୍ପୋରଟରଙ୍କୁ ନବୀନ ନିବାସକୁ ଡକରା ଆସିଛି। ଅସନ୍ତୁଷ୍ଟ କର୍ପୋରେଟରଙ୍କୁ ସାଙ୍ଗରେ ନେଇ ନବୀନ ନିବାସ ଆସିବେ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିକ୍ରମ ପଣ୍ଡା ଓ ଭୃଗୁବକ୍ସି ପାତ୍ର । ତେବେ ଦଳ ଭିତରେ ଥିବା ଅସନ୍ତୋଷକୁ ନେଇ ନବୀନ କି ଗୁରମନ୍ତ୍ର ଦେବେ ତାକୁ ନେଇ ଚର୍ଚ୍ଚା ହେଉଛି।

The post ୩୬ କର୍ପୋରେଟରଙ୍କୁ ନବୀନ ନିବାସକୁ ଡକରା: ଗୁରୁମନ୍ତ୍ର ଦେବେ ସୁପ୍ରିମୋ appeared first on Dharitri Odia News.