୪ ବର୍ଷ ଶିଶୁକନ୍ୟାର ଅଶ୍ଳୀଳ ଫଟୋ କରୁଥିଲେ ଭାଇରାଲ: ଧରିଲା ଦିଲ୍ଲୀ ସିବିଆଇ, ଜଣେ ଅଟକ

ବାଣପୁର,୮ା୫(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ ପଞ୍ଚାୟତ ହରିଚନ୍ଦନପୁର ଗ୍ରାମର ରାଜୁ ଜେନାଙ୍କ ପୁତ୍ର ଦୋଳଗୋବିନ୍ଦ ଜେନା ୪୫ ବର୍ଷୀୟ ବ୍ୟକ୍ତି ୪ବର୍ଷ ଝିଅର ଫଟୋ ଭାଇରାଲ କରି ଦିଲ୍ଲୀ ସିବିଆଇ ଦ୍ୱାରା ଅଟକ ରହିଛନ୍ତି। ସିବିଆଇ ଅଧିକାରୀ ଏବଂ ଅଟକ ବ୍ୟକ୍ତି ମଧ୍ୟରେ ହାତାହାତି ହୋଇ ଘଟଣାସ୍ଥଳରୁ ଦୋଳଗୋବିନ୍ଦ ଫେରାର ହୋଇଥିବାବେଳେ ସିବିଆଇ ଅଧିକାରୀ ଆହତ ହୋଇଛନ୍ତି। ନାଚୁଣୀ ପୋଲସି ସହାୟତାରେ ଦୋଳଗୋବିନ୍ଦକୁ ଗମ୍ଭାରୀମୁଣ୍ଡା ପଞ୍ଚାୟତ ଖଜୁରିଆ ଗ୍ରାମ ଭେଣୋଇ […] The post ୪ ବର୍ଷ ଶିଶୁକନ୍ୟାର ଅଶ୍ଳୀଳ ଫଟୋ କରୁଥିଲେ ଭାଇରାଲ: ଧରିଲା ଦିଲ୍ଲୀ ସିବିଆଇ, ଜଣେ ଅଟକ appeared first on Dharitri Odia News.

୪ ବର୍ଷ ଶିଶୁକନ୍ୟାର ଅଶ୍ଳୀଳ ଫଟୋ କରୁଥିଲେ ଭାଇରାଲ: ଧରିଲା ଦିଲ୍ଲୀ ସିବିଆଇ, ଜଣେ ଅଟକ

ବାଣପୁର,୮ା୫(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ ପଞ୍ଚାୟତ ହରିଚନ୍ଦନପୁର ଗ୍ରାମର ରାଜୁ ଜେନାଙ୍କ ପୁତ୍ର ଦୋଳଗୋବିନ୍ଦ ଜେନା ୪୫ ବର୍ଷୀୟ ବ୍ୟକ୍ତି ୪ବର୍ଷ ଝିଅର ଫଟୋ ଭାଇରାଲ କରି ଦିଲ୍ଲୀ ସିବିଆଇ ଦ୍ୱାରା ଅଟକ ରହିଛନ୍ତି। ସିବିଆଇ ଅଧିକାରୀ ଏବଂ ଅଟକ ବ୍ୟକ୍ତି ମଧ୍ୟରେ ହାତାହାତି ହୋଇ ଘଟଣାସ୍ଥଳରୁ ଦୋଳଗୋବିନ୍ଦ ଫେରାର ହୋଇଥିବାବେଳେ ସିବିଆଇ ଅଧିକାରୀ ଆହତ ହୋଇଛନ୍ତି।

ନାଚୁଣୀ ପୋଲସି ସହାୟତାରେ ଦୋଳଗୋବିନ୍ଦକୁ ଗମ୍ଭାରୀମୁଣ୍ଡା ପଞ୍ଚାୟତ ଖଜୁରିଆ ଗ୍ରାମ ଭେଣୋଇ ଘରୁ କାବୁ କରି ସିବିଆଇ ଜିମା ଦେଇଛି ନାଚୁଣୀ ପୋଲିସ ସିବିଆଇର ୫ ଜଣିଆ ଟିମ୍‌ ଦିଲ୍ଲୀରୁ ବାହାରି ଗୁରୁବାର ଭୋର୍‌ ୫ଟାରେ ଦୋଳଗୋବିନ୍ଦଙ୍କୁ କାବୁ କରିଥିଲେ।

The post ୪ ବର୍ଷ ଶିଶୁକନ୍ୟାର ଅଶ୍ଳୀଳ ଫଟୋ କରୁଥିଲେ ଭାଇରାଲ: ଧରିଲା ଦିଲ୍ଲୀ ସିବିଆଇ, ଜଣେ ଅଟକ appeared first on Dharitri Odia News.