୪ ମାସରେ ୮ ହଜାର କାଠିରେ କଲେ ରାମ ମନ୍ଦିର ମଡେଲ…
ପ୍ରୟାଗରାଜ,୮।୧ : ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଥିବା ବି.କମ ଛାତ୍ର ଆବର୍ଜନାରୁ ରାମ ମନ୍ଦିରର ଏକ ସୁନ୍ଦର ମଡେଲ ତିଆରି କରିଛନ୍ତି, ଯେଉଁଥିପାଇଁ ସେ ୮ ହଜାର କାଠି ଏବଂ ଫେଭିକଲ ବ୍ୟବହାର କରିଥିଲେ। ଗାନ୍ଧୀ କଲୋନୀର ବାସିନ୍ଦା ୧୯ ବର୍ଷ ବୟସ୍କା ତୁଷାର କହିଛନ୍ତି ଏହି ମଡେଲ ତିଆରି କରିବାକୁ ତାଙ୍କୁ ୪ ମାସ ସମୟ ଲାଗିଛି। କରୋନା ଅବଧି ସମୟରେ କଲେଜ ବନ୍ଦ ଥିବାବେଳେ ସେ ତାଙ୍କର ଖାଲି ସମୟରେ ମଡେଲ ତିଆରି କରିବା ଶିଖିଥିଲେ। […] The post ୪ ମାସରେ ୮ ହଜାର କାଠିରେ କଲେ ରାମ ମନ୍ଦିର ମଡେଲ… appeared first on Dharitri Odia News.
ପ୍ରୟାଗରାଜ,୮।୧ : ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଥିବା ବି.କମ ଛାତ୍ର ଆବର୍ଜନାରୁ ରାମ ମନ୍ଦିରର ଏକ ସୁନ୍ଦର ମଡେଲ ତିଆରି କରିଛନ୍ତି, ଯେଉଁଥିପାଇଁ ସେ ୮ ହଜାର କାଠି ଏବଂ ଫେଭିକଲ ବ୍ୟବହାର କରିଥିଲେ। ଗାନ୍ଧୀ କଲୋନୀର ବାସିନ୍ଦା ୧୯ ବର୍ଷ ବୟସ୍କା ତୁଷାର କହିଛନ୍ତି ଏହି ମଡେଲ ତିଆରି କରିବାକୁ ତାଙ୍କୁ ୪ ମାସ ସମୟ ଲାଗିଛି। କରୋନା ଅବଧି ସମୟରେ କଲେଜ ବନ୍ଦ ଥିବାବେଳେ ସେ ତାଙ୍କର ଖାଲି ସମୟରେ ମଡେଲ ତିଆରି କରିବା ଶିଖିଥିଲେ।
ତାଙ୍କୁ ଖବରକାଗଜ ବର୍ଜ୍ୟବସ୍ତୁରୁ ମଡେଲ ତିଆରି କରିବାକୁ ମଧ୍ୟ ଶିକ୍ଷା ଦିଆଯାଇଥିଲା। ସମାନ କୌଶଳ ବ୍ୟବହାର କରି ସେ ରାମ ମନ୍ଦିରର ଏକ ମଡେଲ ତିଆରି କରିଛନ୍ତି। ସେ ବାଇକ, ସ୍କୁଟର ଏବଂ ଇ-ରିକ୍ସାର ମଡେଲ ମଧ୍ୟ ତିଆରି କରିଛନ୍ତି।
The post ୪ ମାସରେ ୮ ହଜାର କାଠିରେ କଲେ ରାମ ମନ୍ଦିର ମଡେଲ… appeared first on Dharitri Odia News.