୪ଟି ଗେଟ୍‌‌ ବନ୍ଦ, ୧୪ଟି ଗେଟ୍‌‌ ଦେଇ ହୀରାକୁଦରୁ ହେଉଛି ବନ୍ୟାଜଳ ନିଷ୍କାସନ

ଡେସ୍କ: ହୀରାକୁଦ ଡ୍ୟାମ୍‌‌ର ଆଉ ୪ଟି ଗେଟ୍‌‌ ବନ୍ଦ କରାଯାଇଛି ଫଳରେ ଏବେ ୧୪ଟି ଗେଟ ମଧ୍ୟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଡ୍ୟାମର ବାମପାର୍ଶ୍ୱରେ ୧୦ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍‌‌ ଖୋଲା ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍‌‌ ରହିଛି। ଡ୍ୟାମ ମଧ୍ୟକୁ ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍‌‌ ଜଳ ନିଷ୍କାସିତ […]

୪ଟି ଗେଟ୍‌‌ ବନ୍ଦ, ୧୪ଟି ଗେଟ୍‌‌ ଦେଇ ହୀରାକୁଦରୁ ହେଉଛି ବନ୍ୟାଜଳ ନିଷ୍କାସନ

ଡେସ୍କ: ହୀରାକୁଦ ଡ୍ୟାମ୍‌‌ର ଆଉ ୪ଟି ଗେଟ୍‌‌ ବନ୍ଦ କରାଯାଇଛି ଫଳରେ ଏବେ ୧୪ଟି ଗେଟ ମଧ୍ୟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଡ୍ୟାମର ବାମପାର୍ଶ୍ୱରେ ୧୦ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍‌‌ ଖୋଲା ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍‌‌ ରହିଛି। ଡ୍ୟାମ ମଧ୍ୟକୁ ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍‌‌ ଜଳ ନିଷ୍କାସିତ ହେଉଛି।

ପାକିସ୍ତାନରେ ସିଆ-ସୁନ୍ନି ବିବାଦ, ଗଲାଣି ୪୮ ଜୀବନ