୪୦ କେଜି ସୁନା, ୬ କେଜି ରୂପା ସହ ନଗଦ ୫.୪୩ କୋଟି ଟଙ୍କା ଜବତ, ୧୨ ଗିରଫ
ନୂଆଦିଲ୍ଲୀ,୭ା୩: ଅର୍ଥନୈତିକ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ଜବତ କରି ୧୨ ଜଣଙ୍କୁ ଗିରଫ କରିଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଏଜେନ୍ସି ଆରାରିଆ, ମୁମ୍ବାଇ, ମଥୁରା ଏବଂ ଗୁରୁଗ୍ରାମରେ ତିନୋଟି ପ୍ରମୁଖ ଅପରେସନ୍ କରିଥିଲା। ଏହି ସମୟ ମଧ୍ୟରେ ୪୦ କିଲୋଗ୍ରାମ ବିଦେଶୀ ସୁନା, ୬ କିଲୋଗ୍ରାମ ରୂପା ଏବଂ ୫.୪୩ କୋଟି ଟଙ୍କା ନଗଦ ଜବତ କରାଯାଇଛି। ଏହା ସହିତ ଏଜେନ୍ସି ୧୨ ଜଣଙ୍କୁ ମଧ୍ୟ ଗିରଫ […] The post ୪୦ କେଜି ସୁନା, ୬ କେଜି ରୂପା ସହ ନଗଦ ୫.୪୩ କୋଟି ଟଙ୍କା ଜବତ, ୧୨ ଗିରଫ appeared first on Dharitri Odia News.
ନୂଆଦିଲ୍ଲୀ,୭ା୩: ଅର୍ଥନୈତିକ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ଜବତ କରି ୧୨ ଜଣଙ୍କୁ ଗିରଫ କରିଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଏଜେନ୍ସି ଆରାରିଆ, ମୁମ୍ବାଇ, ମଥୁରା ଏବଂ ଗୁରୁଗ୍ରାମରେ ତିନୋଟି ପ୍ରମୁଖ ଅପରେସନ୍ କରିଥିଲା। ଏହି ସମୟ ମଧ୍ୟରେ ୪୦ କିଲୋଗ୍ରାମ ବିଦେଶୀ ସୁନା, ୬ କିଲୋଗ୍ରାମ ରୂପା ଏବଂ ୫.୪୩ କୋଟି ଟଙ୍କା ନଗଦ ଜବତ କରାଯାଇଛି। ଏହା ସହିତ ଏଜେନ୍ସି ୧୨ ଜଣଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି।
In three major operations across India in Araria, Mumbai, Mathura and Gurgaon, Directorate of Revenue Intelligence (DRI) has seized 40 kg Foreign Origin Gold, 6 kg Silver, Rs 5.43 Crores in cash and has arrested 12 persons.
(Photo source: DRI) pic.twitter.com/kV3kdnDgC8
— ANI (@ANI) March 7, 2024
The post ୪୦ କେଜି ସୁନା, ୬ କେଜି ରୂପା ସହ ନଗଦ ୫.୪୩ କୋଟି ଟଙ୍କା ଜବତ, ୧୨ ଗିରଫ appeared first on Dharitri Odia News.