୫ ବର୍ଷ ପରେ ଜେଲରୁ ମୁକୁଳିଲେ ଓ୍ବିକିଲିକ୍ସର ଫାଉଣ୍ଡର
ଓ୍ବାଶିଂଟନ,୨୫।୬: ୱିକି ଲିକ୍ସ ୱେବସାଇଟ ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଶେଷରେ ବ୍ରିଟିଶ ଜେଲରୁ ମୁକ୍ତ କରାଯାଇଛି। ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜ ଆମେରିକାର ନ୍ୟାୟ ବିଭାଗ ସହିତ ହୋଇଥିବା ଚୁକ୍ତିନାମାରେ ସରକାରୀ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଦଲିଲରେ ସହମତ ହୋଇଛନ୍ତି। ବ୍ରିଟେନରେ ବନ୍ଦୀ ଥିବା ଆସେଞ୍ଜ ପ୍ରଶାନ୍ତ ମହାସାଗରରେ ଆମେରିକାର ଉତ୍ତର ମାରିଆନା ଦ୍ୱୀପପୁଞ୍ଜରେ କୋର୍ଟରେ ଦାଖଲ ହୋଇଥିବା ଦଲିଲ ଅନୁଯାୟୀ ଜାତୀୟ ପ୍ରତିରକ୍ଷା ସୂଚନା ପାଇବା ତଥା ବିସ୍ତାର କରିବା ପାଇଁ […] The post ୫ ବର୍ଷ ପରେ ଜେଲରୁ ମୁକୁଳିଲେ ଓ୍ବିକିଲିକ୍ସର ଫାଉଣ୍ଡର appeared first on Dharitri Odia News.
ଓ୍ବାଶିଂଟନ,୨୫।୬: ୱିକି ଲିକ୍ସ ୱେବସାଇଟ ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଶେଷରେ ବ୍ରିଟିଶ ଜେଲରୁ ମୁକ୍ତ କରାଯାଇଛି। ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜ ଆମେରିକାର ନ୍ୟାୟ ବିଭାଗ ସହିତ ହୋଇଥିବା ଚୁକ୍ତିନାମାରେ ସରକାରୀ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଦଲିଲରେ ସହମତ ହୋଇଛନ୍ତି।
ବ୍ରିଟେନରେ ବନ୍ଦୀ ଥିବା ଆସେଞ୍ଜ ପ୍ରଶାନ୍ତ ମହାସାଗରରେ ଆମେରିକାର ଉତ୍ତର ମାରିଆନା ଦ୍ୱୀପପୁଞ୍ଜରେ କୋର୍ଟରେ ଦାଖଲ ହୋଇଥିବା ଦଲିଲ ଅନୁଯାୟୀ ଜାତୀୟ ପ୍ରତିରକ୍ଷା ସୂଚନା ପାଇବା ତଥା ବିସ୍ତାର କରିବା ପାଇଁ ଷଡଯନ୍ତ୍ରରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
The post ୫ ବର୍ଷ ପରେ ଜେଲରୁ ମୁକୁଳିଲେ ଓ୍ବିକିଲିକ୍ସର ଫାଉଣ୍ଡର appeared first on Dharitri Odia News.