୬ ବର୍ଷର ଝିଅକୁ ଛୁରାମାଡ଼ ଘଟଣା, ଧରା ପଡିଲା ପିଶାଚ ବାପା

ମାଲକାନାଗିରି: ଧରା ପଡିଲା ପିଶାଚ ବାପା। ଗତକାଲି ନିଜ ୬ବର୍ଷର କୁନିOଝିଅକୁ ଛୁରାମାଡ଼ କରି ହତ୍ୟା କରିଥିଲା। ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଚିତ୍ରକୋଣ୍ଡା ପୁଲିସ ଅନେକ ସ୍ଥାନରେ ଖୋଜିବା ପରେ ଆଜି ଅଭିଯୁକ୍ତ ଜଣକ ଆନ୍ଧ୍ର ପ୍ରଦେଶକୁ ପଳାୟନ କରୁଥିବା ସମୟରେ ଗୁଣ୍ଠାବେଡା ପଞ୍ଚାୟତସ୍ଥିତ ଗୌଡ଼ଗୁଡା ଗ୍ରାମର ଜଙ୍ଗଲ ପାଖରୁ ଗିରଫ କରିଛି ପୁଲିସ। ବର୍ତ୍ତମାନ ଅଭିଯୁକ୍ତକୁ ଚିତ୍ରକୋଣ୍ଡା ଥାନାରେ ରଖା ଯାଇଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି […]

୬ ବର୍ଷର ଝିଅକୁ ଛୁରାମାଡ଼ ଘଟଣା, ଧରା ପଡିଲା ପିଶାଚ ବାପା
More than 30 suspects have been detained in connection with the loot from Puja Mandap

ମାଲକାନାଗିରି: ଧରା ପଡିଲା ପିଶାଚ ବାପା। ଗତକାଲି ନିଜ ୬ବର୍ଷର କୁନିOଝିଅକୁ ଛୁରାମାଡ଼ କରି ହତ୍ୟା କରିଥିଲା। ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଚିତ୍ରକୋଣ୍ଡା ପୁଲିସ ଅନେକ ସ୍ଥାନରେ ଖୋଜିବା ପରେ ଆଜି ଅଭିଯୁକ୍ତ ଜଣକ ଆନ୍ଧ୍ର ପ୍ରଦେଶକୁ ପଳାୟନ କରୁଥିବା ସମୟରେ ଗୁଣ୍ଠାବେଡା ପଞ୍ଚାୟତସ୍ଥିତ ଗୌଡ଼ଗୁଡା ଗ୍ରାମର ଜଙ୍ଗଲ ପାଖରୁ ଗିରଫ କରିଛି ପୁଲିସ। ବର୍ତ୍ତମାନ ଅଭିଯୁକ୍ତକୁ ଚିତ୍ରକୋଣ୍ଡା ଥାନାରେ ରଖା ଯାଇଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।