୭ ମାସରେ କମାଇଲେ ୧୧୩ କେ.ଜି. ଓଜନ
ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର ଓଜନ ହ୍ରାସକୁ ନେଇ ‘ଟୁ ଷ୍ଟେପ୍ ଆହେଡ୍’ ଶୀର୍ଷକ ଏକ ଭିଡିଓ ଅପଲୋଡ୍ କରି ଏହି ସୂଚନା ଦେଇଛନ୍ତି। ୨୫ ମିନିଟର ଭିଡିଓରେ ସେ ତାଙ୍କ ଓଜନ ହ୍ରାସର ଯାତ୍ରା ବିଷୟରେ ନିଜ ଅଭିଜ୍ଞତାକୁ ବାଣ୍ଟିଛନ୍ତି। ହେଲ୍ଦି ଡାଏଟ୍କୁ ଗୁରୁତ୍ୱ ଦେଇ ସେ ତାଙ୍କ ଓଜନ କମାଇପାରିଥିବା କହିଛନ୍ତି। The post ୭ ମାସରେ କମାଇଲେ ୧୧୩ କେ.ଜି. ଓଜନ appeared first on Dharitri Odia News.
ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର ଓଜନ ହ୍ରାସକୁ ନେଇ
‘ଟୁ ଷ୍ଟେପ୍ ଆହେଡ୍’ ଶୀର୍ଷକ
ଏକ ଭିଡିଓ ଅପଲୋଡ୍ କରି ଏହି ସୂଚନା ଦେଇଛନ୍ତି। ୨୫ ମିନିଟର ଭିଡିଓରେ ସେ ତାଙ୍କ ଓଜନ ହ୍ରାସର ଯାତ୍ରା ବିଷୟରେ ନିଜ ଅଭିଜ୍ଞତାକୁ ବାଣ୍ଟିଛନ୍ତି। ହେଲ୍ଦି ଡାଏଟ୍କୁ ଗୁରୁତ୍ୱ ଦେଇ ସେ ତାଙ୍କ ଓଜନ କମାଇପାରିଥିବା କହିଛନ୍ତି।
The post ୭ ମାସରେ କମାଇଲେ ୧୧୩ କେ.ଜି. ଓଜନ appeared first on Dharitri Odia News.