୭ ମାସରେ ୨୫ ବାହାଘର

ରାଜସ୍ଥାନ ବିଭିନ୍ନ ସ୍ଥାନରେ ୭ ମାସ ଭିତରେ ୨୫ ଜଣଙ୍କୁ ବିବାହ କରିଥିଲା ଯୁବତୀ ଜଣକ । ସଂପୃକ୍ତ ଯୁବତୀ ହେଲେ ଅନୁରାଧା ପାସୱାନ। ତାଙ୍କୁ ମଧ୍ୟପ୍ରଦେଶ ଭୋପାଳରୁ ଗିରଫ କରାଯାଇଛି । 

୭ ମାସରେ ୨୫ ବାହାଘର
Array