୮ ଭାରତୀୟ ନୌସେନା ଅଧିକାରୀଙ୍କୁ ଅପିଲ୍ ପାଇଁ ୬୦ ଦିନ ମହଲତ ଦେଲା କାତାର
ନୂଆଦିଲ୍ଲୀ,୫।୧:ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ ହୋଇ କାତାର ଜେଲରେ ଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ସେମାନଙ୍କ ଦଣ୍ଡାଦେଶ ବିରୋଧରେ ଅପିଲ୍ ପାଇଁ ୬୦ ଦିନ ସମୟ ମିଳିଛି। କାତାର କୋର୍ଟ ଗତ ସପ୍ତାହରେ ସେମାନଙ୍କ ମୃତ୍ୟୁଦଣ୍ଡକୁ କୋହଳ କରି ଜେଲ ଦଣ୍ଡାଦେଶରେ ବଦଳାଇଥିଲେ। ସେମାନଙ୍କୁ ଭିନ୍ନ ଭିନ୍ନ ଅବଧିର ଜେଲଦଣ୍ଡ ମିଳିଥିବାବେଳେ ଏହା ବିରୋଧରେ ଅପିଲ ସୁଯୋଗ ପାଇଁ ୬୦ ଦିନ ସମୟ ମିଳିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। The post ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ଅପିଲ୍ ପାଇଁ ୬୦ ଦିନ ମହଲତ ଦେଲା କାତାର appeared first on Dharitri Odia News.
ନୂଆଦିଲ୍ଲୀ,୫।୧:ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ ହୋଇ କାତାର ଜେଲରେ ଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ସେମାନଙ୍କ ଦଣ୍ଡାଦେଶ ବିରୋଧରେ ଅପିଲ୍ ପାଇଁ ୬୦ ଦିନ ସମୟ ମିଳିଛି। କାତାର କୋର୍ଟ ଗତ ସପ୍ତାହରେ ସେମାନଙ୍କ ମୃତ୍ୟୁଦଣ୍ଡକୁ କୋହଳ କରି ଜେଲ ଦଣ୍ଡାଦେଶରେ ବଦଳାଇଥିଲେ। ସେମାନଙ୍କୁ ଭିନ୍ନ ଭିନ୍ନ ଅବଧିର ଜେଲଦଣ୍ଡ ମିଳିଥିବାବେଳେ ଏହା ବିରୋଧରେ ଅପିଲ ସୁଯୋଗ ପାଇଁ ୬୦ ଦିନ ସମୟ ମିଳିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି।
The post ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ଅପିଲ୍ ପାଇଁ ୬୦ ଦିନ ମହଲତ ଦେଲା କାତାର appeared first on Dharitri Odia News.