ଆଉ ଜଣେ ଗୁପ୍ତଚର ଗିରଫ
ଲକ୍ଷ୍ନୌ,୧୯ା୫: ଧରାପଡ଼ିଲେ ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର। ଉତ୍ତରପ୍ରଦେଶ ରାମପୁରର ବାସିନ୍ଦା ଶେହଜାଦ ଗିରଫ ହୋଇଛନ୍ତି। ତାଙ୍କୁ ମୁରାଦାବାଦରୁ ଉତ୍ତରପ୍ରଦେଶ ଏଟିଏସ୍ ଗିରଫ କରିଛି। ଗତ କିଛି ବର୍ଷ ଧରି ପାକିସ୍ତାନ ଯିବା ଆସିବା କୁରଥିଲେ ଶେହଜାଦ। ଆଇଏସ୍ଆଇକୁ ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ଦେଇଥିବା ଅନୁମାନ କରାଯାଉଛି। The post ଆଉ ଜଣେ ଗୁପ୍ତଚର ଗିରଫ appeared first on Dharitri Odia News.
ଲକ୍ଷ୍ନୌ,୧୯ା୫: ଧରାପଡ଼ିଲେ ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର। ଉତ୍ତରପ୍ରଦେଶ ରାମପୁରର ବାସିନ୍ଦା ଶେହଜାଦ ଗିରଫ ହୋଇଛନ୍ତି। ତାଙ୍କୁ ମୁରାଦାବାଦରୁ ଉତ୍ତରପ୍ରଦେଶ ଏଟିଏସ୍ ଗିରଫ କରିଛି। ଗତ କିଛି ବର୍ଷ ଧରି ପାକିସ୍ତାନ ଯିବା ଆସିବା କୁରଥିଲେ ଶେହଜାଦ। ଆଇଏସ୍ଆଇକୁ ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ଦେଇଥିବା ଅନୁମାନ କରାଯାଉଛି।
The post ଆଉ ଜଣେ ଗୁପ୍ତଚର ଗିରଫ appeared first on Dharitri Odia News.