ନିଜ ଇଚ୍ଛାରେ ଛାଡିଥିଲେ ଇଣ୍ଡଷ୍ଟ୍ରୀ

ବର୍ତ୍ତମାନ ଭୁଲଭୁଲେୟା ପାଇଁ ଚର୍ଚ୍ଚାରେ ଅଛନ୍ତି ମାଧୁରୀ । ତେବେ ନିକଟରେ ନିଜର ଆମେରିକା ଗସ୍ତକୁ ନେଇ ମନଖୋଲି କଥା ହୋଇଛନ୍ତି ମାଧୁରୀ । ଏହି ସାକ୍ଷାତକାରରେ ମାଧୁରୀ ଇଣ୍ଡଷ୍ଟ୍ରୀ ଛାଡିବା କଥାନେଇ ମଧ୍ୟ କଥା ହୋଇଛନ୍ତି । ୧୯୯୯ରେ ଡ, ନେନେଙ୍କୁ ବିବାହ କରିବାପରେ ବଲିଉଡକୁ ଟାଟା କରିଥିଲେ । ତେବେ ଏହି ନିଷ୍ପତ୍ତି ମାଧୁରୀ ନିଜେ ନେଇଥିବାବେଳେ ସେ ନିଷ୍ପତ୍ତିକୁ ନେଇ ସେ ଖୁସି ମଧ୍ୟ । ସେ ଜୀବନରେ ଯେତେବି ନିଷ୍ପତ୍ତି ନେଇଛନ୍ତି […]

ନିଜ ଇଚ୍ଛାରେ ଛାଡିଥିଲେ ଇଣ୍ଡଷ୍ଟ୍ରୀ
ନିଜ ଇଚ୍ଛାରେ ଛାଡିଥିଲେ ଇଣ୍ଡଷ୍ଟ୍ରୀ

ବର୍ତ୍ତମାନ ଭୁଲଭୁଲେୟା ପାଇଁ ଚର୍ଚ୍ଚାରେ ଅଛନ୍ତି ମାଧୁରୀ । ତେବେ ନିକଟରେ ନିଜର ଆମେରିକା ଗସ୍ତକୁ ନେଇ ମନଖୋଲି କଥା ହୋଇଛନ୍ତି ମାଧୁରୀ । ଏହି ସାକ୍ଷାତକାରରେ ମାଧୁରୀ ଇଣ୍ଡଷ୍ଟ୍ରୀ ଛାଡିବା କଥାନେଇ ମଧ୍ୟ କଥା ହୋଇଛନ୍ତି । ୧୯୯୯ରେ ଡ, ନେନେଙ୍କୁ ବିବାହ କରିବାପରେ ବଲିଉଡକୁ ଟାଟା କରିଥିଲେ । ତେବେ ଏହି ନିଷ୍ପତ୍ତି ମାଧୁରୀ ନିଜେ ନେଇଥିବାବେଳେ ସେ ନିଷ୍ପତ୍ତିକୁ ନେଇ ସେ ଖୁସି ମଧ୍ୟ । ସେ ଜୀବନରେ ଯେତେବି ନିଷ୍ପତ୍ତି ନେଇଛନ୍ତି ସବୁଥିରେ ସବୁବେଳେ ଖୁସି ରହିଛନ୍ତି । ସେହିପରି ତାଙ୍କୁ କେବେହେଲେ ବି କୌଣସି ନିଷ୍ପତ୍ତି ପାଇଁ ବାଧ୍ୟ କରାଯାଇ ନାହିଁ । ତେଣୁ ସେ ନିଜ ଇଚ୍ଛାରେ ହିଁ ଇଣ୍ଡଷ୍ଟ୍ରୀ ଛାଡିଥିବାବେଳେ ନିଜ ଇଚ୍ଛାରେ ହିଁ ପୁଣି ଫେରିଛନ୍ତି । ସେ ଅଭିନୟକୁ ଖୁବ ଭଲ ପାଆନ୍ତି ହେଲେ ଜୀବନରେ ଏଭଳି ସମୟ ଆସେ ଯେଉଁଠି ପରିବାରକୁ ଆଗରେ ରଖିବାକୁ ହୋଇଥାଏ । ସେହିଭଳି କ୍ୟାରିୟର ପିକ୍‌ ଟାଇମ୍‌ରେ ବିବାହ ନିଷ୍ପତ୍ତି ପାଇଁ ମଧ୍ୟ ସେ କେବେ ବି ରିଗ୍ରେଟ୍‌ କରି ନାହାନ୍ତି । ସେ ଜୀବନର ସବୁ ଫେଜ୍‌କୁ ସବୁବେଳେ ଏଞ୍ଜୟ କରିଥାଆନ୍ତି ।