Abhishek Nayar's New Role After BCCI Exit: ବିସିସିଆଇ ବିଦା କରିବା ପରେ ନୂଆ ଦାୟିତ୍ବରେ ଅଭିଷେକ ନାୟାର

ନିକଟରେ ଭାରତୀୟ ଦଳର ସହକାରୀ କୋଚ୍‌ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ମିଳିଛି ନୂଆ ନିଯୁକ୍ତି। ବିସିସିଆଇ ଘୋଷଣାର ଦିନକ ପରେ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ୍‌କୁ ଫେରିଛନ୍ତି ନାୟାର। ସେ କୋଲ୍‌କାତା ନାଇଟ୍‌ ରାଇଡର୍ସରେ ସପୋର୍ଟ ଷ୍ଟାଫ୍‌ ଭାବେ ଯୋଗଦେଇଛନ୍ତି।

Abhishek Nayar's New Role After BCCI Exit: ବିସିସିଆଇ ବିଦା କରିବା ପରେ ନୂଆ ଦାୟିତ୍ବରେ ଅଭିଷେକ ନାୟାର
Array