Accident in Salepur: ଭୁଶୁଡ଼ିଲା ଯାତ୍ରା ପାର୍ଟିର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍, ୩୦ରୁ ଅଧିକ ଦର୍ଶକ ଆହତ

କଟକ ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ ବଡ଼ ଅଘଟଣ । ଯାତ୍ରା ପାର୍ଟିର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ପଡ଼ିବାରୁ ଏଥିରେ ଚାପି ହୋଇ ୩୦ରୁ ଅଧିକ ଦର୍ଶକ ଆହତ ହୋଇଛନ୍ତି ।

Accident in Salepur: ଭୁଶୁଡ଼ିଲା ଯାତ୍ରା ପାର୍ଟିର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍, ୩୦ରୁ ଅଧିକ ଦର୍ଶକ ଆହତ
Array