Air India Plane Crash : କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆ ବିମାନ ? ଥାଇପାରେ ଏହି ସମ୍ଭାବ୍ୟ କାରଣ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣଙ୍କୁ ଛାଡି ଅନ୍ୟ ସମସ୍ତକର ମୃତ୍ୟୁ ଘଟିଛି। ବିମାନରେ ଥିବା ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଥିବା ରମେଶ ବିଶ୍ବାସ କୁମାରଙ୍କ ହସପିଟାଲରେ ଚିକିତ୍ସା ଜାରି ରହିଛି।

Air India Plane Crash : କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆ ବିମାନ ? ଥାଇପାରେ ଏହି ସମ୍ଭାବ୍ୟ କାରଣ
Array