ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଘଟଣା, ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର ୨୨।୦୭ : ଏ ସରକାରରେ ଆଇନ ତା ବାଟରେ ଯିବ। ପୁରୀ ରାଜଭବନରେ କଣ ଘଟଣା ଘଟିଥିଲା ତାହା ଉପରେ ତଦନ୍ତ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିଦ୍ଦେର୍ଶ ଦିଆଯାଇଛି। ୧୫ ଦିନ ଭିତରେ ରିପୋର୍ଟ ଆସିବା ପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଆଇନ୍ ଆଗରେ ସମସ୍ତେ ସମାନ । ତେଣିକି ସିଏ ଯିଏ ବି ହେଇଥାଉ । ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିକିଁ ହେଉନି ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ବୟାନ ଦେଇଛନ୍ତି ।