Babushan Mohanty: କାହିଁକି ମୁଣ୍ଡନ ହେଲେନି ବାବୁସାନ୍‌; ମୁହଁ ଖୋଲିଲେ ରବି ମିଶ୍ର

ଗତ ୨୭ ତାରିଖ ରାତିରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ୬୭ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ ହୋଇଥିଲା । ଦୀର୍ଘ ୪ଦଶନ୍ଧୀ ଧରି ଅଭିନୟର ଯାଦୁରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉତ୍ତମ । ଓଡ଼ିଆ ସିନେମା ପ୍ରତି ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

Babushan Mohanty: କାହିଁକି ମୁଣ୍ଡନ ହେଲେନି ବାବୁସାନ୍‌; ମୁହଁ ଖୋଲିଲେ ରବି ମିଶ୍ର
Array