Bangladeshi Immigrants: ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ, ଆକ୍ସନ ମୋଡ୍‌ରେ ସରକାର

ବାଂଲାଦେଶ ଉପରେ ଭାରତ ସରକାର ଖପ୍ପା । ଓଡ଼ିଶାରୁ ବି ବିଦା ହେବେ ବାଂଲାଦେଶୀ ନାଗରିକ । ସରକାର ସଜାଗ, ପ୍ରଶାସନ ତତ୍ପର । ବାଙ୍ଗଲାଦେଶୀଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ।

Bangladeshi Immigrants: ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ, ଆକ୍ସନ ମୋଡ୍‌ରେ ସରକାର
Array