Bhubaneswar airport: ବିମାନ ବନ୍ଦରକୁ ବିପଦ ବଡ଼ ବଡ଼ ଗଛ ଆଉ ବେଆଇନ ନିର୍ମାଣ

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି, କେତେ ସୁରକ୍ଷିତ ଭୁବନେଶ୍ବର ବିମାନ ବନ୍ଦର ? ଖୋଦ୍ ଏୟାରପୋର୍ଟ ନିର୍ଦ୍ଦେଶକଙ୍କ କହିବା କଥା, ବିମାନ ବନ୍ଦରର ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ମାର୍ଗରେ ରହିଛି ପ୍ରତିବନ୍ଧକ। ଏହାର କାରଣ ପାଚେରୀ ନିକଟରରେ ଥିବା ବଡ଼ ବଡ଼ ଗଛ ଓ ବେଆଇନ ଉଚ୍ଚ ଅଟ୍ଟାଳିକା।

Bhubaneswar airport: ବିମାନ ବନ୍ଦରକୁ ବିପଦ ବଡ଼ ବଡ଼ ଗଛ ଆଉ ବେଆଇନ ନିର୍ମାଣ
Array